ଖାଆନ୍ତୁ ଗଜା ବୁଟ, ମିଳିବ ଅଦ୍ଭୁତ ଲାଭ

ଛୋଟ ବେଳେ ଆମ ପରିବାରର ବୟସ୍କ ମାନେ ସକାଳୁ ବାତୁରା ଚଣା ଖାଇବାକୁ କହୁଥିଲେ । ଚଣା ସକାଳୁ ଖାଇବା ଦ୍ୱାରା ମିଳିଥାଏ ଅଦ୍ଭୁତ ଲାଭ । ଆପଣ ଯଦି ନିଜକୁ ଫିଟ୍ ରଖିବାକୁ ଚାହୁଁଛନ୍ତି , ବଡ଼ି ବନେଇବାକୁ ଚାହୁଁଛନ୍ତି କିମ୍ବା ଶରୀରକୁ ଶକ୍ତି ଦେବାକୁ ଚାହୁଁଛନ୍ତି ତେବେ ସକାଳୁ ବତୁରା ଯାଇଥିବା ବୁଟ କିମ୍ବା ଚଣା ଖାଆନ୍ତୁ, ଏହା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ ।  

health benefits of soaked chana

News Summary

ଚଣାରେ  ଭରି ରହିଛି ଅନେକ ପୋଷାକ ତତ୍ତ୍ଵ

ଚଣାରେ  ଭରି ରହିଛି ଅନେକ ପୋଷାକ ତତ୍ତ୍ଵ । ଏଥିରେ କ୍ୟାଲୋରୀ,ଫାଇବର, ଓ ପ୍ରୋଟିନ ଭରପୁର ରହିଛି । ଏହା ବ୍ୟତୀତ ଆଇରନ , କପର , ଫୋଲେଟ୍ ଓ ମାଙ୍ଗାନିଜ ମଧ୍ୟ ରହିଛି । ତେବେ ଚାଲନ୍ତୁ ଜାଣିବା ଗଜା ବୁଟ ଖାଇବା ଦ୍ୱାରା ଆମ ସ୍ୱାସ୍ଥ୍ୟକୁ କଣ ଲାଭ ମିଳିଥାଏ ।