ଦୃଷ୍ଟି ଶକ୍ତି ବଢାଏ ସପେଟା, ଜାଣନ୍ତୁ ଏହାର ଲାଭଦାୟକ ଗୁଣ

ଆଜିକାଲି ବ୍ୟସ୍ତବହୁଳ ଜୀବନ ମଧ୍ୟରେ ଶରୀରକୁ ଫିଟ୍‌ ରଖିବା ନିତାନ୍ତ ଜରୁରୀ । ନିୟମିତ ଫଳ ଖାଇବା ଦ୍ୱାରା ଶରୀର ସୁସ୍ଥ ରହିଥାଏ । ସେହିପରି ଏକ ଲାଭଦାୟକ ଫଳ ହେଉଛି ସପେଟା । ଚାଲନ୍ତୁ ଜାଣିବା ସପେଟାର ଲାଭଦାୟକ ଗୁଣ ବିଷୟରେ ।

Benefits of chikoo (Sapota) fruit

News Summary

 ରୋଗ ପ୍ରତିରୋଧକ ଶକ୍ତି ବଢାଏ ସପେଟା

ପୋଟାପଣକୁ ଦୂର କରେ ସପେଟା