ହାର୍ଟ ପାଇଁ ଭାରି ଉପକାରୀ ନଡ଼ିଆ ତେଲ

ଆମ ଦେଶରେ ନଡ଼ିଆ ତେଲକୁ ବହୁ କ୍ଷେତ୍ରରେ ବ୍ୟବହାର କରାଯାଏ । ସାଧାରଣତଃ ଦକ୍ଷିଣ ଭାରତରେ ନଡ଼ିଆ ତେଲ ଖାଦ୍ୟରେ ମଧ୍ୟ ବ୍ୟବହୃତ ହୋଇଥାଏ । ଆୟୁର୍ବେଦରେ ନଡିଆ ତେଲ ଏକ ଔଷଧୀୟ ତେଲ ଭାବେ ପରିଗଣିତ ହୋଇଥାଏ । ଆସନ୍ତୁ ଜାଣିବା ନଡ଼ିଆ ତେଲର ବିଭିନ୍ନ ଲାଭଦାୟକ ଗୁଣର କିଛି ଜଣା ଅଜଣା କଥା।

coconut oil

News Summary

ହାର୍ଟ ଫଙ୍କସନକୁ ଠିକ୍ ରଖିଥାଏ ନଡିଆ ତେଲ

ଓଜନ କମ୍ କରିଥାଏ ନଡ଼ିଆ ତେଲ

ଇମ୍ୟୁନିଟି ଷ୍ଟ୍ରଙ୍ଗ୍ କରାଏ ନଡିଆ ତେଲ

ଆମ ଦେଶରେ ନଡ଼ିଆ ତେଲକୁ ବହୁ କ୍ଷେତ୍ରରେ ବ୍ୟବହାର କରାଯାଏ । ସାଧାରଣତଃ ଦକ୍ଷିଣ ଭାରତରେ ନଡ଼ିଆ ତେଲ ଖାଦ୍ୟରେ ମଧ୍ୟ ବ୍ୟବହୃତ ହୋଇଥାଏ । ଆୟୁର୍ବେଦରେ ନଡିଆ ତେଲ ଏକ ଔଷଧୀୟ ତେଲ ଭାବେ ପରିଗଣିତ ହୋଇଥାଏ । ସମସ୍ତେ ଜାଣିଥାନ୍ତି ଯେ ନଡ଼ିଆ ତେଲ ଚୁଟି ପାଇଁ ବହୁତ ଲାଭ ଦାୟକ । କିନ୍ତୁ ଆପଣ ଜାଣିଛନ୍ତି କି ନଡ଼ିଆ ତେଲ ହାର୍ଟ ଓ ମସ୍ତିଷ୍କ ପାଇଁ ବହୁତ ଲାଭଦାୟକ ଅଟେ । ତେବେ ଚାଲନ୍ତୁ ଜାଣିବା ନଡ଼ିଆ ତେଲର ବିଭିନ୍ନ ଲାଭଦାୟକ ଗୁଣର କିଛି ଜଣା ଅଜଣା କଥା।

ନଡ଼ିଆ ତେଲର ଉପକାରିତା