Healthy Juices For Kids: ଶିଶୁଙ୍କୁ ପିଆନ୍ତୁ ଏହି ୫ପ୍ରକାର ଜୁସ୍ ; ଖୁବ୍ ଶୀଘ୍ର ହେବ ଶାରୀରିକ ବିକାଶ

ଭଲ ହାଇଟ୍ ହେବା ପିଲାଙ୍କ କନଫିଡେନ୍ସ ସ୍ତର ଓ ପର୍ସନାଲିଟି ଉଭୟକୁ ବୃଦ୍ଧି କରିଥାଏ । ହାଇଟ୍ ଏମିତି ଏକ ଫ୍ୟାକ୍ଟର, ଯାହା ଖୁବ୍ ସମୟ ଯାଏ ଅନୁବଂଶିକ କାରଣ ଉପରେ ନିର୍ଭର କରିଥାଏ, କିନ୍ତୁ ଅନେକ ସମୟରେ ଖାଦ୍ୟପେୟ ଠିକ୍ ନଥିଲେ ଏହା ଶିଶୁଙ୍କ ହାଇଟ୍ ଉପରେ ପ୍ରଭାବ ପକାଇଥାଏ ।

ଶିଶୁଙ୍କ ଉଚ୍ଚତା ବୃଦ୍ଧିକରେ ଜୁସ୍ ।

ଭଲ ହାଇଟ୍ ହେବା ପିଲାଙ୍କ କନଫିଡେନ୍ସ ସ୍ତର ଓ ପର୍ସନାଲିଟି ଉଭୟକୁ ବୃଦ୍ଧି କରିଥାଏ । ହାଇଟ୍ ଏମିତି ଏକ ଫ୍ୟାକ୍ଟର, ଯାହା ଖୁବ୍ ସମୟ ଯାଏ ଅନୁବଂଶିକ କାରଣ ଉପରେ ନିର୍ଭର କରିଥାଏ, କିନ୍ତୁ ଅନେକ ସମୟରେ ଖାଦ୍ୟପେୟ ଠିକ୍ ନଥିଲେ ଏହା ଶିଶୁଙ୍କ ହାଇଟ୍ ଉପରେ ପ୍ରଭାବ ପକାଇଥାଏ । ଏମିତି ହୁଏ କି, ଅଳ୍ପ ବୟସରେ ଶିଶୁର ହାଇଟ୍ କମିଯିବା ଭଳି ଲାଗେ । ଯାହାକୁ ନେଇ ମାତା-ପିତା ଖୁବ୍ ଚିନ୍ତାରେ ପଡ଼ିଯା'ନ୍ତି । ହେଲେ ଏହି ସମୟରେ ଯଦି କିଛି ବେସିକ୍ ଏକ୍ସରସାଇଜ ଓ ସଠିକ୍ ଖାଦ୍ୟପେୟକୁ ଧ୍ୟାନ ଦିଆଯାଏ, ତେବେ ଏହା ହାଇଟ୍ ବୃଦ୍ଧି ପାଇଁ ଭଲ ପ୍ରଭାବ ମଧ୍ୟ ପକାଇଥାଏ । ଆପଣ ଶିଶୁର ଡାଏଟ୍‌ରେ କିଛି ଏମିତି ଜୁସ୍ ସାମିଲ କରନ୍ତୁ, ଯାହା ତାଙ୍କୁ ସବୁ ଜରୁରୀ ପୋଷକ ତତ୍ତ୍ୱ ପ୍ରଦାନ କରିବ ।

ଆସନ୍ତୁ ଜାଣିବା ଏମିତି କିଛି ଜୁସ୍ ବିଷୟରେ ...

ଅଧିକ ପଢ଼ନ୍ତୁ : ସୁସ୍ଥ କେଶ ଓ ନଖ ପାଇଁ କେଉଁ ଖାଦ୍ୟରୁ ପାଇବେ ‘ବାୟୋଟିନ୍’