କେବେ ଖାଇନଥିବେ ଛତୁର ଏହି ସୁଆଦିଆ ରେସିପି

ଆପଣ ଆଗରୁ ଛତୁର ବିଭିନ୍ନ ରେସିପି ପ୍ରସ୍ତୁତ କରିଥିବେ । ଆଜି ଆମେ ଆପଣଙ୍କ ପାଇଁ ଛତୁର ଏକ ନିଆରା ଓ ସୁଆଦିଆ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ‘ଚଟ୍‌ପଟା ମସ୍‌ରୁମ୍‌’ ।

chatpata mushroom recipe

News Summary

ସହଜ ଓ ସରଳ ଉପାୟରେ ବନାନ୍ତୁ 'ଚଟପଟା ମସରୁମ୍'

ଆପଣ କେବେ ଛତୁର ଏହି ‘ଚଟ୍‌ପଟା ମସ୍‌ରୁମ୍‌’ ରେସିପି ଖାଇଛନ୍ତି କି । ଯଦି ଖାଇ ନାହାଁନ୍ତି ତାହେଲେ ଆଜି ହିଁ ଘରେ ବନାନ୍ତୁ ‘ଚଟ୍‌ପଟା ମସ୍‌ରୁମ୍‌’ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

‘ଚଟ୍‌ପଟା ମସ୍‌ରୁମ୍‌’ ବନେଇବା ପାଇଁ ଆବଶ୍ୟକ ସାମଗ୍ରୀ:

ଛତୁ, କଟା ପିଆଜ, କଟା ଆଳୁ, କଟା ଟମାଟ, ରସୁଣ-ଅଦା ପେଷ୍ଟ୍ , ହଳଦୀ, କଟା ଧନିଆ ପତ୍ର, ଲେମ୍ବୁ, କଟା କଂଚା ଲଙ୍କା, ତେଲ, ଫୁଟଣ, ଲଙ୍କା ଗୁଣ୍ଡ, ଧନିଆ ପାଉଡର୍, ଜିରା ପାଉଡର୍, ଗରମ ମସଲା ପାଉଡର୍ ଓ ଲୁଣ।

ପ୍ରସ୍ତୁତି ପ୍ରଣାଳୀ:

ଏବେ ପ୍ରସ୍ତୁତ ହୋଇଗଲା ସୁଆଦିଆ ‘ଚଟପଟା ଛତୁ’। ଏହାକୁ ରୁଟି, ପରଟା କିମ୍ବା ନାନ୍‌ ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଏହି ରେସିପିଟିକୁ ଘରେ ବନେଇ ନିଜେ ଖାଆନ୍ତୁ ଘର ଲୋକଙ୍କୁ ପରଷନ୍ତୁ ।

'chatpata masroom'