ଘରେ ବନାନ୍ତୁ ସ୍ୱାଦିଷ୍ଟ ‘ମଖନିଆ ଲସି’

ଏବେ ଚାଲିଛି ପାର୍ବଣର ଋତୁ ଓ କାର୍ତ୍ତିକ ମାସ । ଏହି ମାସରେ ବିଭିନ୍ନ ଖାଦ୍ୟ ଓ ପାନୀୟ ଉପରେ ବେଶୀ ଧ୍ୟାନ ଦିଆଯାଇଥାଏ । ସେଥିପାଇଁ ଆଜି ଆମେ ଏକ ସ୍ୱାଦିଷ୍ଟ ଲସିର ରେସିପି ପ୍ରସ୍ତୁତ କରିବୁ । ଯାହାର ନାଁ ହେଉଛି ‘ମଖନିଆ ଲସି’ । ଏହା ରେସିପିଟି ରାଜସ୍ଥାନର ଏକ ପାରମ୍ପରିକ ରେସିପି ଅଟେ । ଏହାକୁ ଅତି ସହଜ ଓ ସରଳ ଭାବରେ ବନେଇ ପାରିବେ ।

Makhnia Lassi Recipe

News Summary

ସହଜ ଓ ସରଳ ଉପାୟରେ ବନାନ୍ତୁ 'ମଖନିଆ ଲସି'

ଏବେ ଚାଲିଛି ପାର୍ବଣର ଋତୁ ଓ କାର୍ତ୍ତିକ ମାସ । ଏହି ମାସରେ ବିଭିନ୍ନ ଖାଦ୍ୟ ଓ ପାନୀୟ ଉପରେ ବେଶୀ ଧ୍ୟାନ ଦିଆଯାଇଥାଏ । ସେଥିପାଇଁ ଆଜି ଆମେ ଏକ ସ୍ୱାଦିଷ୍ଟ ଲସିର ରେସିପି ପ୍ରସ୍ତୁତ କରିବୁ । ଯାହାର ନାଁ ହେଉଛି ‘ମଖନିଆ ଲସି’ । ଏହା ରେସିପିଟି ରାଜସ୍ଥାନର ଏକ ପାରମ୍ପରିକ ରେସିପି ଅଟେ । ଏହାକୁ ଅତି ସହଜ ଓ ସରଳ ଭାବରେ ବନେଇ ପାରିବେ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

‘ମଖନିଆ ଲସି’ ବନେଇବା ପାଇଁ ସାମଗ୍ରୀ:

ଥଣ୍ଡା ଦହି, କ୍ଷୀର ଏବଂ ଚିନି, ଡାଳିମ୍ବ ଦାନା, ଲହୁଣୀ, ପିସ୍ତା ବାଦାମ, ଏବଂ କେଶର

ପ୍ରସ୍ତୁତି ପ୍ରଣାଳୀ:

ଏବେ ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ‘ମଖନିଆ ଲସି’ । ଏହି ରେସିପିକୁ ଆପଣ ଫ୍ରିଜ୍‌ରେ ରଖି ଘରକୁ ଆସୁଥିବା ଅତିଥିଙ୍କୁ ପରଷି ପାରିବେ ।  ଏହି ରେସିପିକୁ ବନାଇ ନିଜେ ପିଅନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ । ଏହି ଲସିକୁ ଆପଣ ସକାଳର ଜଳଖିଆରେ ସାମିଲ କରିପାରେ ।