ନବରାତ୍ରରେ ଘରେ ବନାନ୍ତୁ ସ୍ୱାଦିଷ୍ଟ ‘ବାଦାମ୍ ଫିର୍‌ନି’

ଏବେ ଚାଲିଛି ପ୍ରାର୍ବଣର ଋତୁ । ନବରାତ୍ରୀରେ ଭଳି କି ଭଳି ମିଠାର ରେସିପି ପ୍ରସ୍ତୁତ କରାଯାଏ । ଆଜି ଆମେ ଏକ ମିଠାର ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ବାଦାମ୍ ଫିର୍‌ନି’ । ଘରକୁ କୁଣିଆ ଆସିଲେ ଏହି ରେସିପିଟି ଆପଣ ଅତି ସହଜ ଓ କମ୍ ଖର୍ଚ୍ଚରେ ବନେଇ ପାରିବେ ।

‘badam Firni’ recipe

ଏବେ ଚାଲିଛି ପ୍ରାର୍ବଣର ଋତୁ । ନବରାତ୍ରୀରେ ଭଳି କି ଭଳି ମିଠାର ରେସିପି ପ୍ରସ୍ତୁତ କରାଯାଏ । ଆଜି ଆମେ ଏକ ମିଠାର ରେସିପି ବିଷୟରେ କହିବାକୁ ଯାଉଛୁ । ଘରକୁ କୁଣିଆ ଆସିଲେ ଏହି ରେସିପିଟି ଆପଣ ଅତି ସହଜ ଓ କମ୍ ଖର୍ଚ୍ଚରେ ବନେଇ ପାରିବେ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

‘ବାଦାମ୍ ଫିର୍‌ନି’ ବନେଇବା ପାଇଁ ସାମଗ୍ରୀ :

ବାଦାମ୍(ଆଲମଣ୍ଡ),ଅରୁଆ ଚାଉଳ, କ୍ଷୀର, ଚିନି, ଘିଅ, କାଜୁ, ପିସ୍ତା, ଗୁଜୁରାତି

ପ୍ରସ୍ତୁତି ପ୍ରଣାଳୀ;

ଏବେ ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ‘ବାଦାମ୍ ଫିର୍‌ନି । ଆପଣ ଏହାକୁ ଗରମ ଗରମ ଖାଇ ପାରିବେ ନଚେତ୍ ଏହାକୁ ଫ୍ରିଜରେ ରଖି ଟିକେ ଥଣ୍ଡା କରି ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଘରକୁ କୁଣିଆ ଆସିଲେ ଏହି ରେସିପିଟିକୁ ପ୍ରସ୍ତୁତ କରି ଦିଅନ୍ତୁ ଓ ନିଜେ ଖାଆନ୍ତୁ ।