ଘରେ ବନାନ୍ତୁ ଓଡ଼ିଆ ଘରର ଦେଶୀ ରେସିପି ‘ଚିଙ୍ଗୁଡ଼ି ଲାଉ ଘାଣ୍ଟ’

ଓଡ଼ିଆ ଘରର ଦେଶୀ ରେସିପି ସବୁଠୁ ନିଆରା । ବୁଧବାର ରୋଷେଇରେ ଆଜି ଆମେ ଆପଣଙ୍କ ପାଇଁ ‘ଚିଙ୍ଗୁଡ଼ି ଲାଉ ଘାଣ୍ଟ’ର ରେସିପି ବନେଇବୁ ।

'chungudi lau ghanto'

News Summary

ସୁଆଦିଆ 'ଚିଙ୍ଗୁଡ଼ି ଲାଉ ଘାଣ୍ଟ’

ଚିଙ୍ଗୁଡି ମାଛର ରେସିପି ଖାଇବାକୁ ପ୍ରାୟ ସମସ୍ତଙ୍କୁ ଭଲ ଲାଗିଥାଏ । ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ଚିଙ୍ଗୁଡ଼ିର ଏକ ଦେଶୀ ରେସିପି ବନେଇବୁ । ଏହି ରେସିପିର ନାଁ ହେଉଛି ‘ଚିଙ୍ଗୁଡ଼ି ଲାଉ ଘାଣ୍ଟ’ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ।

ଅଧିକ ପଢ଼ନ୍ତୁ: ଘରେ ତିଆରି କରନ୍ତୁ 'ଚିକେନ୍‌ ପୋସ୍ତ'

ଆବଶ୍ୟକ ସାମଗ୍ରୀ:

ଲାଉ, ଚିଙ୍ଗୁଡ଼ି, କଟା ପିଆଜ, କଟା କଞ୍ଚା ଲଙ୍କା, କଟା ରସୁଣ, ଧନିଆ ଗୁଣ୍ଡ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଲୁଣ, ତେଲ, କଟା ଟମାଟୋ, ଗରମ ମସଲା

ପ୍ରସ୍ତୁତି ପ୍ରଣାଳୀ:

ଏବେ ପ୍ରସ୍ତୁତ ହୋଇଗଲା ‘ଚିଙ୍ଗୁଡ଼ି ଲାଉ ଘାଣ୍ଟ’। ଏହି ରେସିପିଟିକୁ ଗରମ ଗରମ ଭାତ ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଏହି ରେସିପି ବନେଇ ନିଜେ ଖାଆନ୍ତୁ ଅନ୍ୟକୁ ଖୁଆନ୍ତୁ।

ଅଧିକ ପଢ଼ନ୍ତୁ: କମ୍ ମସଲାରେ ଘରେ ବନାନ୍ତୁ ‘ଚିକେନ ପିଆଜ କଷା’