Advertisment

‘ରସଗୋଲା ସମସ୍ତଙ୍କ ହୃଦୟରେ ଅଛି, ହୃଦୟରେ ରହିବ’

ରସଗୋଲା ଓଡ଼ିଶାର। ଓଟିଭି ଫୋର୍‌ସାଇଟ୍‌ ୨୦୨୨ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇ ବଲିଉଡ଼ ଅଭିନେତ୍ରୀ ହୁମା କ୍ୟୁରେସୀ ଏହା କହିଛନ୍ତି।

ଅଦ୍ୟତନ ହୋଇଛି
Bollywood Actress Huma Qureshi

Bollywood Actress Huma Qureshi

Advertisment

ରସଗୋଲା ଓଡ଼ିଶାର। ଓଟିଭି ଫୋର୍‌ସାଇଟ୍‌ ୨୦୨୨ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇ ବଲିଉଡ଼ ଅଭିନେତ୍ରୀ ହୁମା କ୍ୟୁରେସୀ ଏହା କହିଛନ୍ତି। ରସଗୋଲା ଓଡ଼ିଶାର ନା ପଶ୍ଚିମବଙ୍ଗର ଏକ ପ୍ରଶ୍ନର ଉତ୍ତରରେ ହୁମା କହିଛନ୍ତି, ‘ରସଗୋଲା ସମସ୍ତଙ୍କ ହୃଦୟରେ ଅଛି, ହୃଦୟରେ ରହିବ। ତେବେ ରସଗୋଲା ଓଡ଼ିଶାର। 

Advertisment

ଓଡ଼ିଆ ଫିଲ୍ମରେ ଅଭିନୟ କରିବା ପାଇଁ ଆଗ୍ରହୀ କି ନାହିଁ, ପ୍ରଶ୍ନର ଉତ୍ତରରେ ହୁମା କହିଛନ୍ତି, ଯଦି ସ୍କ୍ରିପ୍ଟ ଭଲ ହୋଇଥିବା ତା’ହେଲେ ନିଶ୍ଚିତ ଭାବେ ମୁଁ ଅଭିନୟ କରିବି। ସେ ଆହୁରି କହିଛନ୍ତି, ‘କରୋନା ସମୟରେ ଆମ୍ଭେମାନେ ଅନେକ ସମସ୍ୟା ଦେଇ ଗତି କରିଥିଲୁ। ମହାମାରୀ ସମୟରେ ଇଣ୍ଡଷ୍ଟ୍ରି ସମସ୍ତଙ୍କର କେୟାର ନେଇଥିଲା। ମୁଁ ନିଶ୍ଚିତ ଯେ, ଏବେ ଭଲ ସମୟ ଆସିଛି। 

OTV Foresight 2022 Bollywood Actress Huma Qureshi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ