ଆଜି ପ୍ରଣବ ମୁଖାର୍ଜୀଙ୍କ ଜନ୍ମଦିନରେ ଆସନ୍ତୁ ତାଙ୍କ ସହ ଜଡିତ ୧୦ଟି କଥା ଜାଣିନେବା

କଂଗ୍ରେସ ପାର୍ଟି ଏବଂ ଭାରତ ସରକାରର ସମସ୍ୟାର ସମାଧାନରେ ପ୍ରଣବ ମୁଖାର୍ଜୀ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ କଂଗ୍ରେସର ସଙ୍କଟମୋଚକ ଭାବରେ ଜଣାଶୁଣା ଥିଲେ। ତେବେ ଆସନ୍ତୁ ଆଜି ତାଙ୍କ ଜନ୍ମଦିନରେ ତାଙ୍କ ସହ ଜଡିତ କିଛି ବିଶେଷ କଥା ଉପରେ ନଜର ପକେଇନେବା।

ପ୍ରଣବ ମୁଖାର୍ଜୀ ଥିଲେ କଂଗ୍ରେସର ସଙ୍କଟମୋଚକ

ଦେଶବାସୀ ଆଜି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ୮୭ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ଡିସେମ୍ବର ୧୧, ୧୯୩୫ରେ ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାର ମିରତି ଗାଁରେ ଜନ୍ମଗ୍ରହଣ କରିଥିଲେ। ସେ ୧୫ ଜୁନ୍, ୨୦୧୨ରେ ଦେଶର ରାଷ୍ଟ୍ରପତି ହୋଇଥିଲେ। କଂଗ୍ରେସ ପାର୍ଟି ଏବଂ ଭାରତ ସରକାରର ସମସ୍ୟାର ସମାଧାନରେ ଅତ୍ୟନ୍ତ ପ୍ରଭାବଶାଳୀ ରାଜନେତା ପ୍ରଣବ ମୁଖାର୍ଜୀ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ କଂଗ୍ରେସର ସଙ୍କଟମୋଚକ ଭାବରେ ଜଣାଶୁଣା ଥିଲେ। ତେବେ ଆସନ୍ତୁ ଆଜି ତାଙ୍କ ଜନ୍ମଦିନରେ ତାଙ୍କ ସହ ଜଡିତ କିଛି ବିଶେଷ କଥା ଉପରେ ନଜର ପକେଇନେବା।

କିଛି ରୋଚକ ତଥ୍ୟ: