ଚନ୍ଦ୍ରଗ୍ରହଣର ସୂତକ କାଳ; କ'ଣ କରିବେ, କ'ଣ ନ କରିବେ

ଚନ୍ଦ୍ରଗ୍ରହଣ ହେତୁ ଏଥର ଦେବ ଦୀପାବଳି ପ୍ରତିବର୍ଷ ଭଳି କାର୍ତ୍ତିକ ପୂର୍ଣ୍ଣିମା ଦିନ ନୁହେଁ ବରଂ ଗୋଟିଏ ଦିନ ପୂର୍ବରୁ ପାଳନ ହୋଇଛି। ତେବେ ଆସନ୍ତୁ ଜାଣିବା ଏହାର ସୂତକ କାଳ ଓ ଚନ୍ଦ୍ରଗ୍ରହଣ ସମୟରେ କ'ଣ କରିବେ ଏବଂ କ'ଣ କରିବେ ନାହିଁ।

ଚନ୍ଦ୍ରଗ୍ରହଣର ସୂତକ କାଳ; କ'ଣ କରିବେ, କ'ଣ ନ କରିବେ

ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଆଜି ବା କାର୍ତ୍ତିକ ପୂର୍ଣ୍ଣିମାରେ ଲାଗୁଛି। ଏହି ଚନ୍ଦ୍ରଗ୍ରହଣ ହେତୁ ଏଥର ଦେବ ଦୀପାବଳି ପ୍ରତିବର୍ଷ ଭଳି କାର୍ତ୍ତିକ ପୂର୍ଣ୍ଣିମା ଦିନ ନୁହେଁ ବରଂ ଗୋଟିଏ ଦିନ ପୂର୍ବରୁ ପାଳନ ହୋଇଛି। ତେବେ ଆସନ୍ତୁ ଜାଣିବା ଏହାର ସୂତକ କାଳ ଓ ଚନ୍ଦ୍ରଗ୍ରହଣ ସମୟରେ କ'ଣ କରିବେ ଏବଂ କ'ଣ କରିବେ ନାହିଁ।

୯ ଘଣ୍ଟା ପୂର୍ବରୁ ସୂତକ ଆରମ୍ଭ:
ନଭେମ୍ବର ୮ରେ ହେବାକୁ ଥିବା ଚନ୍ଦ୍ରଗ୍ରହଣର ସୂତକ ଚନ୍ଦ୍ରଗ୍ରହଣର ୯ ଘଣ୍ଟା ପୂର୍ବରୁ ଆରମ୍ଭ ହେବ। ଏହି ଚନ୍ଦ୍ରଗ୍ରହଣ ମଧ୍ୟ ଭାରତରେ ଦୃଶ୍ୟମାନ ହେବ ଏବଂ ସନ୍ଧ୍ୟା ୬ଟା ୨୦ମିନିଟ୍ ପର୍ଯ୍ୟନ୍ତ ରହିବ। ତେବେ ଦେଶର କେତେକ ସ୍ଥାନରେ ଚନ୍ଦ୍ରଗ୍ରହଣ ଦେଶର ଆଂଶିକ ଦେଖାଯିବ ତ ଆଉ କେତେକ  ସ୍ଥାନରେ ଏହା ପୂର୍ଣ୍ଣ ଦୃଶ୍ୟମାନ ହେବ।

ସୂତକ ସମୟ:
ଚନ୍ଦ୍ରଗ୍ରହଣର ସୂତକ ସକାଳ ୮ଟା ୨୦ରୁ ଆରମ୍ଭ ହୋଇ ସଂଧ୍ୟା ୬ଟା ୨୦ ପର୍ଯ୍ୟନ୍ତ ଚନ୍ଦ୍ରଗ୍ରହଣ ଶେଷ ହେବା ପର୍ଯ୍ୟନ୍ତ ଚାଲିବ। ମେଷ ରାଶିରେ ଚନ୍ଦ୍ରଗ୍ରହଣ ଲାଗିଛି। ଚନ୍ଦ୍ରଗ୍ରହଣ ଭାରତର ବିଭିନ୍ନ ସହରରେ ସଂଧ୍ୟା ପ୍ରାୟ ୫ଟା ୩୦ ସମୟରେ ଦୃଶ୍ୟମାନ ହେବ। ଗ୍ରହଣର ସମୟ ମଧ୍ୟ ବିଭିନ୍ନ ଭିନ୍ନ ରହିଛି। ଆସନ୍ତୁ ଜାଣିବା କେଉଁ ସହରରେ କେତେବେଳେ ଗ୍ରହଣ ଲାଗୁଛି। 

ଭାରତର ପ୍ରମୁଖ ସହରଗୁଡ଼ିକରେ ଚନ୍ଦ୍ରଗ୍ରହଣ ଆରମ୍ଭ ଏବଂ ଶେଷ ସମୟ:

କ'ଣ କରିବେ, କ'ଣ ନ କରିବେ:

କିପରି ଲାଗେ ଚନ୍ଦ୍ରଗ୍ରହଣ:
ଯେତେବେଳେ ପୃଥିବୀ ଏବଂ ସୂର୍ଯ୍ୟ ମଧ୍ୟରେ ଚନ୍ଦ୍ର ଆସେ, ସେତେବେଳେ ସୂର୍ଯ୍ୟକିରଣ ଚନ୍ଦ୍ର ଉପରେ ପଡ଼େ ନାହିଁ, ଏହି ଘଟଣାକୁ ଚନ୍ଦ୍ରଗ୍ରହଣ କୁହାଯାଏ