Advertisment

‘ଅବିକା’ ୨୦୨୩ କ୍ୟାଲେଣ୍ଡର ଗ୍ରାଣ୍ଡ୍‌ଫିନାଲ୍‌ରେ ଶୁଭାଙ୍ଗୀ ସାମନ୍ତ "ଫେସ୍ ଅଫ୍ ଦ ଇୟର"

ଓଡିଶାର ପାରମ୍ପରିକ ହସ୍ତତନ୍ତ ଏବଂ ବୁଣାକାରମାନଙ୍କୁ ଉତ୍ସାହିତ କରିବା ପାଇଁ 'ଅବିକା ତରଫରୁ ଆୟୋଜିତ କ୍ୟାଲେଣ୍ଡର ମଡେଲ୍ ପ୍ରତିଯୋଗିତା-୩ରେ "ଫେସ୍ ଅଫ୍ ଦ ଇୟର ୨୦୨୩" ଭାବେ ମନୋନୀତ ହୋଇଛନ୍ତି ଶୁଭାଙ୍ଗୀ ସାମନ୍ତ।

Abika calender grand final of 2023

Abika calender grand final of 2023

Advertisment

ଓଡିଶାର ପାରମ୍ପରିକ ହସ୍ତତନ୍ତ ଏବଂ ବୁଣାକାରମାନଙ୍କୁ ଉତ୍ସାହିତ କରିବା ପାଇଁ 'ଅବିକା ତରଫରୁ ଆୟୋଜିତ କ୍ୟାଲେଣ୍ଡର ମଡେଲ୍ ପ୍ରତିଯୋଗିତା-୩ରେ "ଫେସ୍ ଅଫ୍ ଦ ଇୟର ୨୦୨୩" ଭାବେ ମନୋନୀତ ହୋଇଛନ୍ତି ଶୁଭାଙ୍ଗୀ ସାମନ୍ତ।

Advertisment

ସ୍ଥାନୀୟ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପ୍ରେକ୍ଷାଳୟରେ ଆୟୋଜିତ "ଅବିକା କ୍ୟାଲେଣ୍ଡର ଗ୍ରାଣ୍ଡ୍‌ ଫିନାଲେ-୩" ଉତ୍ସବରେ ବିଜୟିନୀଙ୍କୁ ମାନପତ୍ର, ଉପଢୌକନ, ମେମେଣ୍ଟୋ ସହ ମୟୁରପୁଚ୍ଛ ଦେଇ ସମ୍ମାନିତ କରିଥିଲେ ଓଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ ଦିପ୍ତୀରେଖା ପାଢ଼ୀ, ସୁଖ୍ୟାତ କଣ୍ଠଶିଳ୍ପୀ ସୁସ୍ମିତା ଦାସ, ଲିତା ମହାପାତ୍ର ଏବଂ ଫେସ୍ ଅଫ୍ ଦ ଇୟର ୨୦୨୨ ଦିବ୍ୟାଂଶା ପଣ୍ଡା ।

Abika calender grand final of 2023‘ଅବିକା’ ୨୦୨୩ କ୍ୟାଲେଣ୍ଡର ଗ୍ରାଣ୍ଡ୍‌ଫିନାଲ୍‌ରେ ଶୁଭାଙ୍ଗୀ ସାମନ୍ତ "ଫେସ୍ ଅଫ୍ ଦ ଇୟର"
Advertisment

ଏଥି ସହିତ ଅନ୍ୱେଷା ମିଶ୍ର, ଆୟୁସି ପୁନାର୍ଭି, ଭବ୍ୟାଂଶ ସତପଥି, ଦିଶାନି ଦେବାଞ୍ଜନା, ଦିବ୍ୟାଂଶୀ ପଣ୍ଡା, ମୋନାଲିସା ପ୍ରିୟଦର୍ଶିନୀ, ରାଜଶ୍ରୀ ସିଂ, ସୋନମ୍ ଦାସ ଆଦି ୮ ଜଣଙ୍କୁ "ଫେସ୍ ଅଫ୍ ଦ ମନ୍ଥ୍ ୨୦୨୩" ଭାବେ ସମ୍ମାନିତ କରାଯାଇଥିଲା ।

ଏହି ଉତ୍ସବରେ ଅତିଥିମାନେ ଓଡିଶା ହସ୍ତତନ୍ତର ଆଧୁନିକୀକରଣ ସପକ୍ଷରେ ମତ ରଖି ଅବିକାର ଏଇ ପ୍ରୟାସକୁ ପ୍ରଶଂସା କରିଥିଲେ ।

Advertisment

'ଅବିକା ୨୦୧୩ କ୍ୟାଲେଣ୍ଡର ଗ୍ରାଣ୍ଡ୍ ଫିନାଲେ-୩' କୁ କବି, ଗୀତିକାର, ସଂଳାପକାର ବିଜୟ ମଲ୍ଲ ସଂଚାଳନ କରିଥିବା ବେଳେ, ଧନ୍ୟବାଦ ଅର୍ପଣ କରିଥିଲେ 'ଅବିକା'ର ନିର୍ଦ୍ଦେଶକ ଅବିନାଶ ସାହୁ। ଉତ୍ସବ ପରିଚାଳନାରେ ସତ୍ୟଜିତ ମିଶ୍ର, ଆଶିଷ କୁମାର ମିଶ୍ର ପ୍ରମୁଖ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ