Sunny Leone in mahakumbh what is the truth behind
କରଣଜୀତ୍ କୌର୍ ବୋହରା ଯିଏ ସର୍ବସାଧାରଣରେ ସନ୍ନି ଲିଓନ୍ ଭାବରେ ଜଣାଶୁଣା, ଜଣେ ଲୋକପ୍ରିୟ ଭାରତୀୟ ଅଭିନେତ୍ରୀ। ସେ ନିଜର ଆକର୍ଷଣୀୟ ବ୍ୟକ୍ତିତ୍ୱ ଏବଂ ଅଭିନୟ ଦକ୍ଷତା ସହିତ ଲକ୍ଷ ଲକ୍ଷ ଲୋଙ୍କ ହୃଦୟରେ ରାଜ୍ କରନ୍ତି। ରାଗିଣୀ ଏମ୍ଏମ୍ଏସ୍ ୨, ୱାନ୍ ନାଇଟ୍ ଷ୍ଟାଣ୍ଡ୍, ଜିସମ୍ ଭଳି ଅନେକ ଚଳଚ୍ଚିତ୍ରରେ ତାଙ୍କର ଚମତ୍କାର ଅଭିନୟ ଯୋଗୁଁ ସନ୍ନି ପ୍ରଶଂସକଙ୍କ ମଧ୍ୟରେ ଲୋକପ୍ରିୟ।
୨୧ ଫେବୃଆରୀ ୨୦୨୫ରେ, ଜଣେ ଫେସ୍ବୁକ୍ ବ୍ୟବହାରକାରୀ ଏକ ବିଭ୍ରାନ୍ତିକର କ୍ୟାପ୍ସନ୍ ସହିତ ଭିଡିଓ ଶେୟାର କରିଛନ୍ତି। ସେ ଲେଖିଛନ୍ତି, 'ନିଜକୁ ସମସ୍ତ ପାପରୁ ଶୁଦ୍ଧ କରିବା ପରେ ଏଠାକୁ ସମସ୍ତଙ୍କ ପ୍ରିୟ ସନ୍ନି ଲିଓନ୍ ଆସିଛନ୍ତି।' ତେବେ ଏହି ଦାବି ସମ୍ପୂର୍ଣ୍ଣ ଭୁଲ୍।
ପୋଷ୍ଟ ଅପଲୋଡ୍ ହେବା ପରେ ଏହି ଭିଡିଓ ଶୀଘ୍ର ଭାଇରାଲ୍ ହେଉଛି। ଅନେକ ଲୋକ ପ୍ରଥମେ ଦ୍ୱନ୍ଦ୍ୱରେ ପଡିଥିଲେ ମଧ୍ୟ ପରେ ସତ୍ୟ ପଦାକୁ ଆସିଛି ଏବଂ ଜଣାପଡିଛି ଯେ ଭିଡିଓଟି ମହାକୁମ୍ଭର ନୁହେଁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1740481517.jpg)