Advertisment

'ବ୍ରହ୍ମାସ୍ତ୍ର'ରେ ଗୋଟିଏ ଡାଏଲଗ୍ ପାଇଁ ଆଲିଆ ଭଟ୍ଟଙ୍କୁ ଟ୍ରୋଲ୍‌

'ବ୍ରହ୍ମାସ୍ତ୍ର'ରେ ଅଭିନୟ ନେଇ ଟ୍ରୋଲ୍‌ ହେଉଛନ୍ତି ଆଲିଆ ଭଟ୍ଟ। ଫିଲ୍ମରେ କେବଳ ଗୋଟିଏ ଡାଏଲଗ୍‌ ପାଇଁ ତାଙ୍କୁ ଥଟ୍ଟା କରାଯାଉଛି। ଏହାକୁ ନେଇ ସେସିଆଲ୍ ମିଡିଆରେ ହେଉଛି ମେସ୍ସ ବର୍ଷା।

ଅଦ୍ୟତନ ହୋଇଛି
Alia Bhatt's Dialogues In Brahmastra

Internet Is Flooded With Memes On Alia Bhatt For Having Only One Dialogue In 'Brahmastra'

Advertisment

ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ଅଭିନୀତ 'ବ୍ରହ୍ମାସ୍ତ୍ର' ବକ୍ସ ଅଫିସରେ ହଇଚଇ କରୁଛି। ତେବେ ଫିଲ୍ମର ସ୍କ୍ରିପ୍ଟ ଏବଂ କାଷ୍ଟକୁ ନେଇ ଚର୍ଚ୍ଚା ହେଉଛି। ଚଳଚ୍ଚିତ୍ରର VFX କୁ ଅଧିକ ପ୍ରଶଂସା କରାଯାଉଛି। ଫିଲ୍ମର VFX ଏବଂ ଶାହାରୁଖ ଖାନ ଙ୍କ ଚରିତ୍ରର ପ୍ରଶଂସା ମଧ୍ୟରେ ଏହାର ମୁଖ୍ୟ କାଷ୍ଟ ରଣବୀର ଏବଂ ଆଲିଆ ପଛରେ ପଡିଯାଇଛନ୍ତି।

Advertisment

ଲୋକେ ଏହି ଫିଲ୍ମ ପାଇଁ ସାତ ବର୍ଷ ପର୍ଯ୍ୟନ୍ତ ଅପେକ୍ଷାରେ ଥିଲେ। ଚାରିଆଡେ ଏହାର କ୍ରେଜ୍ ମଧ୍ୟ ବହୁତ ଭଲ ଥିଲା। ଫିଲ୍ମ ରିଲିଜ୍ ପରେ ଭଲ ରୋଜଗାର କରୁଥିଲେ ବି ଏହାକୁ ମିଶ୍ରିତ ପ୍ରତିକ୍ରିୟା ମିଳୁଛି। କେହି କେହି ଏହାକୁ ପ୍ରଶଂସା କରୁଥିବା ବେଳେ କେତେକ ମଧ୍ୟ ଏହାର ସଂଳାପକୁ ନେଇ ଥଟ୍ଟା କରୁଛନ୍ତି।

Advertisment



— Inj. Kindness 50mg (@DerArztSagt) September 11, 2022


— vipin (@djfrankkie) September 10, 2022


— hay (@shiqayat) September 11, 2022


— bitchbv😌 (@BansiVazir) September 10, 2022


— Manas J 🇮🇳 (@innocentmanasji) September 9, 2022


— Kunal Binjewar (@kunalbinjewar09) September 13, 2022

ଆଲିଆଙ୍କ ଚରିତ୍ର ଇଶା ଫିଲ୍ମରେ ଅନେକ ଗୁରୁତ୍ୱ ରଖୁଥିଲେ ବି ତାଙ୍କ ଅଭିନୟକୁ ନେଇ ଭଲ ପ୍ରତିକ୍ରିୟା ଆସି ନାହିଁ। ଏହାକୁ ନେଇ ଜଣାଶୁଣା ମିମିକ୍ରି କଳାକାର ଚାନ୍ଦନୀଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଚାନ୍ଦନୀ ଏହି ଭିଡିଓରେ ଆଲିଆ ଭଟ୍ଟଙ୍କୁ କପି କରୁଥିବା ଦେଖାଯାଏ। ସେ ଆଲିଆଙ୍କ ଚରିତ୍ର ଇଶାଙ୍କୁ ମିମିକ୍ରୀ କରିଛନ୍ତି ଏବଂ ଏହାର ଭିଡିଓ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛନ୍ତି। ଏହି ଭିଡିଓ ଦେଖିଲେ ଯେ କେହି ବି ହସିବାକୁ ବାଧ୍ୟ ହେବେ। ଲୋକମାନେ ଏହି ମଜାଳିଆ ଭିଡିଓକୁ ବହୁତ ପସନ୍ଦ କରିଛନ୍ତି ଏବଂ ଚାନ୍ଦନୀଙ୍କ ମିମିକ୍ରୀ ହେତୁ ଫିଲ୍ମ ଦେଖିବା କଥା ମଧ୍ୟ କହୁଛନ୍ତି।

Ranbir Kapoor Alia Bhatt Brahmastra Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ