ଅଦ୍ୟତନ ହୋଇଛି
Har Ghar Tiranga
Advertisment
ଗଭୀର ସମୁଦ୍ରର ଅକାତ ପାଣି ଭିତରେ ଉଡ଼ିଲା ତିରଙ୍ଗା ହର ଘର ତିରଙ୍ଗା ଅଭିଯାନରେ ଭାରତୀୟ ତଟ୍ଟରକ୍ଷୀ ବାହିନୀ ପକ୍ଷରୁ ଜାତୀୟ ପତାକା ଉଡ଼ାଇବାର ଡେମୋ ପ୍ରଦର୍ଶନ କରାଯାଇଛି। ଭାରତୀୟ ଜାତୀୟ ପତାକା ପ୍ରତି ସଚେତନତା ବୃଦ୍ଧି ତଥା ଲୋକଙ୍କ ଭିତରେ ଦେଶପ୍ରେମ ଭାବର ଉଦ୍ରେକ ଲାଗି ଭାରତୀୟ ତଟ୍ଟରକ୍ଷୀ ବାହିନୀ ପାଣି ଭିତରେ ତିରଙ୍ଗା ଉଡାଇବାର ଅଭିନବ ପଦକ୍ଷେପ ଗ୍ରହଣ କରିଛି।
Advertisment
ଏହି ସୁନ୍ଦର ଦୃଶ୍ୟକୁ କୋଷ୍ଟଗାର୍ଡ ପକ୍ଷରୁ କ୍ୟାମେରାରେ ଉତ୍ତୋଳନ କରାଯାଇଥିଲା। ଏଥିରେ କୋଷ୍ଟଗାର୍ଡର ଜଣେ ଯବାନ ପାଣି ଭିତରେ ଦୀର୍ଘ ସମୟ ଧରି ଜାତୀୟ ପତାକା ଉଡ଼ାଇଥିବାର ଦେଖିବାକୁ ମିଳିଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1659148087.jpg)