Advertisment

ମେ’ ୩୧ ସୁଦ୍ଧା ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ

ଏନେଇ CHSE ପରୀକ୍ଷା ନିୟନ୍ତ୍ରକଙ୍କ ସୂଚନା ଦେଇଛନ୍ତି।

ଅଦ୍ୟତନ ହୋଇଛି
CHSE

CHSE

Advertisment

ମେ’ ୩୧ ସୁଦ୍ଧା ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ। ୩୧ ସୁଦ୍ଧା ପ୍ରକାଶ ପାଇବ +୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ବାହାରିବା ନେଇ CHSE ପରୀକ୍ଷା ନିୟନ୍ତ୍ରକଙ୍କ ସୂଚନା ଦେଇଛନ୍ତି। 

Advertisment

CBSE ଓ CISCE ରେଜଲ୍ଟ ପ୍ରକାଶନକୁ ୧୫ ଦିନ ବିତିଲାଣି। ହେଲେ ଏଯାଏଁ ରାଜ୍ୟ ବୋର୍ଡର ଯୁକ୍ତ ଦୁଇ ରେଜଲ୍ଟ ପ୍ରକାଶ ପାଇନଥିବାରୁ ଚିନ୍ତାରେ ଛାତ୍ର ଛାତ୍ରୀ ଓ ଅଭିଭାବକ। କାହିଁକି ଏତେ ବିଳମ୍ବ ହେଉଛି ସେନେଇ ବି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଚୁପ୍ ରହିଛି। ଯୁକ୍ତ ଦୁଇ ରେଜଲ୍ଟ ଉପରେ ନିର୍ଭର କରୁଛି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ।

କାରଣ ରେଜଲ୍ଟ ଆଧାରରେ କିଏ ମେଡିକାଲ ଶିକ୍ଷା ରେ ନାମ ଲେଖାଇବ ତ ଆଉ କିଏ ବୈଷୟିକ କି ଉଚ୍ଚଶିକ୍ଷା ପଢ଼ିବ। ତେବେ ରେଜଲ୍ଟ ବିଳମ୍ୱ ହେଉଥିବାରୁ ପିଲାଏ ଦ୍ୱନ୍ଦ୍ୱରେ ଥିଲେ। 

Advertisment

CHSE
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ