Advertisment

ପ୍ରକାଶ ପାଇଲା OJEE ପାଇଁ ଅନଲାଇନ ଆବେଦନ ବିଜ୍ଞପ୍ତି

କେବେ ସରିବ ଆବେଦନ ପ୍ରକ୍ରିୟା ଜାଣନ୍ତୁ

ଅଦ୍ୟତନ ହୋଇଛି
OJEE

OJEE

Advertisment

OJEE-୨୦୨୨ ପାଇଁ ଅନଲାଇନରେ ଆବେଦନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ମାର୍ଚ୍ଚ ୧୪ରୁ ଆରମ୍ଭ ହୋଇଛି ଓଜେଇଇ ଅନଲାଇନ୍ ଆବେଦନ ପ୍ରକ୍ରିୟା। ଏହି ଅନଲାଇନ୍ ଆବେଦନ ପ୍ରକ୍ରିୟା ଏପ୍ରିଲ ୧୩ ଯାଏଁ ଚାଲିବ। ଜୁନ୍ ପ୍ରଥମରୁ ଦ୍ୱିତୀୟ ସପ୍ତାହ ମଧ୍ୟରେ ପରୀକ୍ଷା ହେବା ନେଇ ଆପାତତଃ ତାରିଖ ଧାର୍ଯ୍ୟ ହୋଇଥିବା ଓଜେଇଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

Advertisment

ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନରେ ବି ଫାର୍ମ, ଏମସିଏ, ଏମବିଏ, ଏମଟେକ, ଏମ୍ ଫାର୍ମ, ବି ଟେକ୍, ବି ଫାର୍ମ ଆଦି ପାଠ୍ୟକ୍ରମରେ ନାମ ଲେଖାଇବାକୁ ଚାହୁଁଥିବା ଛାତ୍ରଛାତ୍ରୀ ojee.nic.in ରୁ ଅନଲାଇନ୍ ଫର୍ମରେ ଆବେଦନ କରିପାରିବେ।

OJEE Online Apply
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ