Advertisment

୨୦୨୩-୨୪ରେ ଉତ୍ତୀର୍ଣ୍ଣ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସମ୍ବର୍ଦ୍ଧନା ଉତ୍ସଵ

କାର୍ଯ୍ୟକ୍ରମଟି ପ୍ରଧାନ ଶିକ୍ଷୟିତ୍ରୀଙ୍କ ଅଧ୍ୟକ୍ଷତାରେ ସୁଚାରୁ ରୁପେ ସମ୍ପାଦିତ ହୋଇଥିଲା।

School Programe

School Programe

Advertisment

ତା ୧୬-୦୫-୨୦୨୪ ରିଖ ଗୁରୁବାର ଭୁବନେଶ୍ବର ସ୍ଥିତ ନାରାୟଣ ଗ୍ରୁପ୍ ଅଫ୍ ସ୍କୁଲ (କଳିଙ୍ଗ ଭବନ, ୟୁନିଟ୍ ୮, ଜେଭି ବ୍ରାଞ୍ଚ) ରେ ଦଶମ ଶ୍ରେଣୀରେ ୯୦% ଅଙ୍କ ରଖି ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ର ଓ ଛାତ୍ରୀ ଙ୍କ ସମ୍ବର୍ଦ୍ଧନା ଉତ୍ସଵ ମହାସମାରୋହରେଲ ପାଳିତ ହୋଇଯାଇଛି। ବିଦ୍ୟାଳୟ ର AGM ଶ୍ରୀଯୁକ୍ତ କିଶୋର ପାଣିଗ୍ରାହୀ ଛାତ୍ର ଛାତ୍ରୀ ମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଧିତ କରିବା ସହ ସେମାନଙ୍କର ଉଜ୍ବଳ ଭବିଷ୍ୟତର କାମନା କରିଥିଲେ । ପ୍ରଧାନ ଶିକ୍ଷୟିତ୍ରୀ ଟୀ .ଶ୍ରୀଦେବୀ  ଛାତ୍ର,ଛାତ୍ରୀ ମାନଙ୍କୁ ତାଙ୍କର କଠିନ ପରିଶ୍ରମ ଦ୍ଵାରା ପାଇଥିବା ସଫଳତା ପାଇଁ ଅଭିବାଦନ କରିଥିଲେ।

Advertisment

୨୦୨୩-୨୪ ପାଇଁ ହୋଇଥିବା ଦଶମ ଶ୍ରେଣୀ ପରୀକ୍ଷା ରେ ଜେଭୀ ବ୍ରାଞ୍ଚ ତରଫରୁ ୧୬ ଜଣ ଛାତ୍ର ଛାତ୍ରୀ ୯୫%ଅଙ୍କ ରଖି  ଉତ୍ତୀର୍ଣ୍ଣ ହୋଇଥିବା ସହ ବିଦ୍ୟାଳୟର ପାସ୍ ହାର ୧୦୦% ହୋଇଅଛି । ବିଦ୍ୟାର୍ଥୀ ଓ ଅଭିଭାବକ ମାନେ ସ୍କୁଲ୍ ର ଅଧ୍ୟକ୍ଷା ଓ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ, ସେମାନଙ୍କର ପିଲାମାନଙ୍କ ସଫଳତା ପାଇଁ କରିଥିବା କଠିନ ପରିଶ୍ରମ ପାଇଁ  ଧନ୍ୟବାଦ ଜ୍ଞାପନ କରିଥିଲେ। କାର୍ଯ୍ୟକ୍ରମ ଟି ପ୍ରଧାନ ଶିକ୍ଷୟିତ୍ରୀ ଙ୍କ ଅଧ୍ୟକ୍ଷତା ରେ ସୁଚାରୁ ରୁପେ ସମ୍ପାଦିତ ହୋଇଥିଲା।

School
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ