Advertisment

ଶଳା ଉପରେ ଗାଡ଼ି ମଡ଼ାଇ ଦେଲେ ଭିଣୋଇ !

ସମ୍ବଲପୁର ଏସ୍ପିଙ୍କ ବାସଭବନ ପାଚେରୀ ମଧ୍ୟ ଭାଙ୍ଗିଯାଇଛି।

Car Accident

Car Accident

Advertisment

ସମ୍ବଲପୁରରେ ଶଳାକୁ ଗାଡ଼ି ମଡ଼ାଇ ହତ୍ୟା ଉଦ୍ୟମ ଘଟଣା ଘଟିଛି। ପତ୍ନୀ ସହ ବିବାଦ କାରଣରୁ ଅଭିଯୁକ୍ତ ଭିଣୋଇ ଶଳାକୁ କାର୍ ମଡ଼ାଇ ହତ୍ୟା ଉଦ୍ୟମ କରିଥିବା ସମ୍ବଲପୁର ଟାଉନ୍ ଥାନା ପୋଲିସ୍ ସୂଚନା ଦେଇଛି। ଭିଣୋଇ କାର୍ ଧକ୍କାରେ ସମ୍ବଲପୁର ଏସ୍ପିଙ୍କ ବାସଭବନ ପାଚେରୀ ମଧ୍ୟ ଭାଙ୍ଗିଯାଇଛି। ଏହି ଘଟଣାରେ ପୋଲିସ୍ ଅଭିଯୁକ୍ତ ଭିଣୋଇକୁ ଅଟକ ରଖି ପଚରାଉଚରା କରୁଛି।

Advertisment
Attempt To Murder
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ