Advertisment

IIC Attack: ଅଭାବନୀୟ ଘଟଣା: IICଙ୍କୁ ବାଡ଼େଇଲେ ମହିଳା; ଭାଙ୍ଗିଲେ ଥାନା ଗାଡ଼ି, ଛଡ଼ାଇ ନେଲେ ଅଭିଯୁକ୍ତ...

ଆଇଆଇସି ରାକେଶ ତ୍ରିପାଠୀଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଚୋରି ବାଇକ୍ ସିଜ୍ କରିବାକୁ ଆସିଥିବାବେଳେ କୋରେଇ ଥାନା ପୂର୍ବକୋଟ ହାଟ ନିକଟରେ ଘଟିଛି ଏହି ଘଟଣା ।

ଅଦ୍ୟତନ ହୋଇଛି
ଯାଜପୁର କୋରେଇ ଥାନା IICଙ୍କୁ ଆକ୍ରମଣ ।

ଯାଜପୁର କୋରେଇ ଥାନା IICଙ୍କୁ ଆକ୍ରମଣ ।

Advertisment

ଯାଜପୁର କୋରେଇ ଥାନା IICଙ୍କୁ ଆକ୍ରମଣ। ଆଇଆଇସି ରାକେଶ ତ୍ରିପାଠୀଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଚୋରି ବାଇକ୍ ସିଜ୍ କରିବାକୁ ଆସିଥିବାବେଳେ କୋରେଇ ଥାନା ପୂର୍ବକୋଟ ହାଟ ନିକଟରେ ଘଟିଛି ଏହି ଘଟଣା । 

Advertisment

ପୋଲିସ ଗାଡି ଓ କର୍ମଚାରୀଙ୍କୁ ଆକ୍ରମଣ କରି ଚୋରି ଗାଡିକୁ ଲୋକେ ଛଡେଇ ନେଇଥିବା କୁହାଯାଉଛି। କୁଆଖିଆ ଥାନା ଅଞ୍ଚଳରୁ ଚୋରି ହୋଇଥିବା ଏକ ବାଇକ୍ ସିଜ୍ କରିବାକୁ, ଆଜି କୋରେଇ ପୋଲିସ କନ୍ତର ପଞ୍ଚାୟତ ତେଲେଙ୍ଗା ବସ୍ତି ନିକଟ ହାଟ ପଡ଼ିଆକୁ ଆସିଥିଲା। ତେବେ ଚୋରଙ୍କୁ କାବୁ କରିଥିବା ବେଳେ ତେଲେଙ୍ଗା ବସ୍ତିର କିଛି ମହିଳା ସଂଘବଦ୍ଧ ଭାବେ ପୋଲିସକୁ ଆକ୍ରମଣ କରି ଗାଡ଼ି ଛଡାଇନେଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ପରେ ପୋଲିସ ପକ୍ଷରୁ ତେଲେଙ୍ଗା ବସ୍ତିରେ ତନାଘନା ଜାରି ରହିଛି।

Odisha News Jajpur Attack Iic
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ