Poison Death
Advertisment
ବଲାଙ୍ଗିର ଖପ୍ରାଖୋଲ ଥାନା ପାତିମାଲ ଗାଁରେ ଅଭାବନୀୟ ଘଟଣା । ବିଷ ପିଇ ବିଧବା ମାଆ, ଝିଅ ମୃତ । ୬ ବର୍ଷର ପୁଅକୁ ବି ପିଆଇଲେ ବିଷ । କୁନି ପୁଅ ଏବେ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛି । ଖପ୍ରାଖୋଲ ମେଡିକାଲରେ ସେ ଚିକିତ୍ସାଧିନ ରହିଛି । ତାର ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା ମିଳିଛି ।ଦାରିଦ୍ର୍ୟତା ଯୋଗୁଁ ବିଧବା ମାଆ, ଝିଅ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଥିବା ଅନୁମାନ କରାଯାଉଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us