Advertisment

ପୁଣି ବାଣୀବିହାର ଅଶାନ୍ତ ! ଛାତ୍ର ସଂସଦ ଅଫିସରେ ଅଣଛାତ୍ରଙ୍କ ଭଙ୍ଗାରୁଜା

ସଭାପତି ଓ ସାଧାରଣ ସମ୍ପାଦକଙ୍କ ନାମ ଫଳକୁ ଭାଙ୍ଗିଦେଲେ ଅଣ ଛାତ୍ର ।

ଅଦ୍ୟତନ ହୋଇଛି
Utkal University

Utkal University

Advertisment

ପୁଣି ବାଣୀବିହାରରେ ହିଂସା । ଛାତ୍ର ସଂସଦ ଅଫିସରେ ଭଙ୍ଗାରୁଜା ହୋଇଛି । ଛାତ୍ର ସଂସଦ ସଭାପତି ଓ ସାଧାରଣ ସମ୍ପାଦକଙ୍କ ନାମ ଫଳକକୁ କିଛି ଅଣ ଛାତ୍ର ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ତେବେ ଅଣ ଛାତ୍ରମାନେ କିପରି କ୍ୟାମ୍ପସକୁ ପ୍ରବେଶ କରି ଭଙ୍ଗାରୁଜା କଲେ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ଘଟଣାକୁ ନେଇ ଛାତ୍ର ଛାତ୍ରୀଙ୍କ ଭିତରେ ଭୟର ବାତାବରଣ ଦେଖାଦେଇଛି ।  

Advertisment

Utkal University
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ