Advertisment

ପୁରୀରେ ପୋଲିସର ଏନ୍‌କାଉଣ୍ଟର

ପୋଲିସ ଗୁଳିରେ ଅପରାଧୀ ପିନୁ ବରାଳ ଆହତ ହୋଇଥିବାବେଳେ ପିନୁର ବାମ ଗୋଡ଼ରେ ଗୁଳି ବାଜିଥିବା ଜଣାପଡ଼ିଛି ।

ଅଦ୍ୟତନ ହୋଇଛି
Police Encounter

Police Encounter

Advertisment

ପୁରୀରେ ଏନ୍‌କାଉଣ୍ଟର ହୋଇଛି । ଅପରାଧୀ ପିନୁକୁ ଏନ୍‌କାଉଣ୍ଟର କରିଛି ପୋଲିସ । ପୋଲିସ ଗୁଳିରେ ଅପରାଧୀ ପିନୁ ବରାଳ ଆହତ ହୋଇଥିବାବେଳେ ପିନୁର ବାମ ଗୋଡ଼ରେ ଗୁଳି ବାଜିଥିବା ଜଣାପଡ଼ିଛି । ତା’କୁ ଆହତ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପିନୁ ନାଁରେ ପୂର୍ବରୁ ଅନେକ ଅପରାଧୀକ ମାମଲା ରହିଥିଲା ।

Advertisment
Encounter
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ