ଏହିସବୁ ଜିନିଷକୁ ଦେଖିବା ଉଚିତ୍ ନୁହେଁ, ଆଣିପରେ ଜୀବନରେ ଏଭଳି ବିପଦ

ଆମ ହିନ୍ଦୁ ଧର୍ମରେ ଆମେ ବାସ୍ତୁ ଶାସ୍ତ୍ରକୁ ଖୁବ୍ ଗୁରୁତ୍ଵ ଦେଇଥାଉ । ଏହିସବୁ ବାସ୍ତୁ ଶାସ୍ତ୍ର ଜୀବନରେ ନକାରାତ୍ମକ ଓ ସକାରାତ୍ମକ ଉର୍ଜା ଆଣିଥାଏ । ମାନ୍ୟତା ରହିଛି ଯେ ବାସ୍ତୁ ଶାସ୍ତ୍ର ନିୟମ ଆପଣଙ୍କ ଭାଗ୍ୟ ବଦଳାଇ ଦେବ । ବାସ୍ତୁ ଶାସ୍ତ୍ର ଅନୁସାରେ ସକାଳୁ ଉଠିବା ମାତ୍ରକେ କିଛିଟା ଜିନିଷକୁ ଦେଖିବା ଦ୍ଵାରା ଅଶୁଭ ହୋଇଥାଏ ।

vastu tips

News Summary

ସକାଳୁ ଉଠିଲେ କଦାପି ଜଂଗଲୀ ଜୀବଜନ୍ତୁଙ୍କ ଫଟୋ ଦେଖିବା ଉଚିତ୍ ନୁହେଁ

ଭାରତ ଗୋଟିଏ ଆଧ୍ୟାତ୍ମିକ ବାଦର ଦେଶ ଅଟେ । ଏଠାରେ ରହୁଥିବା ବ୍ୟକ୍ତି ମାନେ ଆଧ୍ୟାତ୍ମିକ ଚିନ୍ତାଧାରାକୁ ନେଇ ନିଜର ଜୀବନ ଅତିବାହିତ କରିଥାନ୍ତି । ସେହିଭଳି ଭାବରେ ଆମେ ନିଜ ଘରେ କିଛି ଏପରି କାର୍ଯ୍ୟ କରିବା ଆବଶ୍ୟକ ଯାହା ଆମକୁ ସକାରାତ୍ମକ ଚିନ୍ତାଧାରା ଯୋଗାଇବ । ବାସ୍ତୁ ଶାସ୍ତ୍ର ଅନୁସାରେ ସକାଳୁ ଉଠିବା ମାତ୍ରକେ କିଛିଟା ଜିନିଷକୁ ଦେଖିବା ଦ୍ଵାରା ଅଶୁଭ ହୋଇଥାଏ ।