ଅଦ୍ୟତନ ହୋଇଛି
Truck Vanished
Advertisment
ରାଉରକେଲାରୁ ରାଜ୍ୟ ବାହାରକୁ ଯିବା ବାଟରେ ଟ୍ରକ ଗାଏବ। ଅଧା ବାଟରୁ ଗାଡ଼ି ସହ ଡ୍ରାଇଭର ନିଖୋଜ ହୋଇଯାଉଥିବା ଅଭିଯୋଗ। ରାଉରକେଲାରୁ ଝାଡ଼ଖଣ୍ଡ ରାସ୍ତା ଦେଇ ଉତ୍ତରପ୍ରଦେଶ, ଦିଲ୍ଲୀ, ହରିଆଣା ଯିବା ବାଟରେ ଏମିତି ଘଟଣା ସାମନାକୁ ଆସୁଛି। ଗାଡ଼ି ସହ ଡ୍ରାଇଭର, ହେଲପରଙ୍କ ପତ୍ତା ମିଳୁନଥିବା ଅଭିଯୋଗ ହୋଇଛି।
Advertisment
ଏନେଇ ବ୍ରାହ୍ମଣୀତରଙ୍ଗ ଥାନାରେ ମାମଲା ରୁଜୁ ପରେ ଖୋଳତାଡ କରୁଛି ପୋଲିସ। ରାଉରକେଲା ଏସପି କହିଛନ୍ତି, ଦୁଇଟି ଟ୍ରକ ନିଖୋଜ ନେଇ ରିପୋର୍ଟ ହୋଇଛି। ଏଦିଗରେ ତଦନ୍ତ ଚାଲିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1723041540.jpg)