Advertisment

ମିଛ କେସ୍‌ରେ ଫସାଇ ପୁଣି ଜେଲ୍‌ ପଠାଇବାକୁ ଅର୍ଚ୍ଚନାଙ୍କୁ ଧମକ..!

ସମୟ ଆସିଲେ ସବୁ କହିବି, ମହିଳାଙ୍କୁ ଅସମ୍ମାନ ଠିକ୍ ନୁହେଁ । ଏହା ରାଜ୍ୟକୁ ଶୋଭା ଦେଉନାହିଁ ।

ଅଦ୍ୟତନ ହୋଇଛି
Archana Nag

Archana Nag

Advertisment

ଅର୍ଚ୍ଚନା ନାଗଙ୍କୁ ଧମକ ! ଅର୍ଚ୍ଚନା ନାଗଙ୍କୁ ଧମକ ଦିଆଯାଇଥିବା ନେଇ ଖୋଦ୍‌ ଅର୍ଚ୍ଚନା ହିଁ କରିଛନ୍ତି ଅଭିଯୋଗ । ଗଣମାଧ୍ୟମ ଆଗରେ ସେ କହିଛନ୍ତି, ୨ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ତାଙ୍କୁ ଧମକ ଦେଇଛନ୍ତି । ପୁଣି ଥରେ ମିଛ କେସ୍‌ରେ ଫସାଇ ଜେଲ୍‌ ପଠାଇଦେବେ ବୋଲି ସେମାନେ କହିବା ପରେ ଚାଲିଯାଇଛନ୍ତି ।

Advertisment

କ୍ୟାପିଟାଲ ଲ’ କଲେଜକୁ ପରୀକ୍ଷା ଦେବାକୁ ଆସୁଥିବା ବେଳେ, କଲେଜ ଗେଟ୍‌ ବାହାରେ ଏଭଳି ଘଟଣା ଘଟିଥିବା ସେ କହିଛନ୍ତି । ସେ ଆହୁରି କହିଛନ୍ତି ମୁଁ ଡରିଯିବା ପିଲା ନୁହେଁ । ସମୟ ଆସିଲେ ସବୁ କହିବି, ମହିଳାଙ୍କୁ ଅସମ୍ମାନ ଠିକ୍ ନୁହେଁ । ଏହା ରାଜ୍ୟକୁ ଶୋଭା ଦେଉନାହିଁ ।

Honey Trap Archana Nag
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ