Advertisment

Balanga Girl Burn Case: ବୟାନ ବଦଳାଇଲେ ବଳଙ୍ଗା ପୀଡ଼ିତା !

ଗୋଟିଏ ପଟେ ବଳଙ୍ଗା ଘଟଣାରେ ରାଜ୍ୟ ଉଠୁଛି ପଡ଼ୁଛି। ଅନ୍ୟପଟେ ନାବାଳିକା ପୀଡ଼ିତାଙ୍କ ବୟାନରେ ତାଳମେଳ ରହୁନଥିବା ସୂଚନା ମିଳିଛି।

author-image
Debadatta Aryashrestha
Balanga Minor Girl Burn Case

Balanga Minor Girl Burn Case

ବଳଙ୍ଗାପୀଡ଼ିତାଙ୍କବୟାନକୁନେଇଅଡୁଆରେପୋଲିସ। ଗୋଟିଏ ପଟେ ବଳଙ୍ଗା ଘଟଣାରେ ରାଜ୍ୟ ଉଠୁଛି ପଡ଼ୁଛି। ଅନ୍ୟପଟେ ନାବାଳିକା ପୀଡ଼ିତାଙ୍କ ବୟାନରେ ତାଳମେଳ ରହୁନଥିବା ସୂଚନା ମିଳିଛି। ପୀଡ଼ିତାଭୁବନେଶ୍ୱରଏମ୍ସରେ ଦେଇଥିବା ବୟାନଦିଲ୍ଲୀଏମ୍ସରେ ଦେଇଥିବାବୟାନଭିତରେଫରକ୍ଥିବାସୂଚନାମିଳିଛି। ସେଥିପାଇଁପୁଣିଥରେମାଜିଷ୍ଟ୍ରେଟଙ୍କଉପସ୍ଥିତିରେହୋଇପାରେ ପୀଡ଼ିତାଙ୍କବୟାନରେକର୍ଡ।

Advertisment

ପୁରୀ ଜିଲ୍ଲା ବଳଙ୍ଗା ଥାନା ଅଞ୍ଚଳରେ ଘଟିଥିବା ବର୍ବର କାଣ୍ଡ ଆଜି ବି ସାରା ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରରେ ରହିଛି। ନାବାଳିକାଙ୍କୁ ଦିନ ଦ୍ବିପ୍ରହରରେ କିରୋସିନି ଢାଳି ଜାଳିଦେବା ଘଟଣା ସମସ୍ତଙ୍କ ମନକୁ ଆନ୍ଦୋଳିତ କରୁଛି। ସେହିଦିନ ନାବାଳିକାଙ୍କୁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଥିଲା। ପୀଡ଼ିତାଙ୍କ ଅବସ୍ଥା ଗୁରୁତର ଥିଲେ ହେଁ ସେ କଥାବାର୍ତ୍ତା କରୁଥିଲେ। ଏଥିପାଇଁ ତାଙ୍କର ଭୁବନେଶ୍ୱର ଏମ୍ସରେ ବୟାନ ରେକର୍ଡ କରାଯାଇଥିଲା। ଏହାପରେ ଅଧିକା ଚିକିତ୍ସା ପାଇଁ ପୀଡ଼ିତାଙ୍କୁ ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ କରାଯାଇଥିଲେ।

ଅନ୍ୟପଟେ ତଦନ୍ତଭାର ନେଇଥିବା କ୍ରାଇମ୍ ବ୍ରାଞ୍ଚ ଟିମ୍ ପୀଡ଼ିତାଙ୍କ ବୟାନ ସାନି ରେକର୍ଡ ପାଇଁ ଦିଲ୍ଲୀ ଏମ୍ସରେ ପହଞ୍ଚିଥିଲେ। ହେଲେ ପୀଡ଼ିତା ଭୁବନେଶ୍ୱର ଏମ୍ସ ଓ ଦିଲ୍ଲୀ ଏମ୍ସରେ ଦେଇଥିବା ବୟାନ ମେଳ ଖାଉନଥିବା ସୂଚନା ମିଳିଛି। ତେଣୁପୀଡ଼ିତାଏବେସୁସ୍ଥହେଉଥିବାରୁମାଜିଷ୍ଟ୍ରେଟଙ୍କଉପସ୍ଥିତିରେତୃତୀୟଥରପାଇଁଦିଲ୍ଲୀରେପୋଲିସବୟାନରେକର୍ଡପାଇଁଯୋଜନାରଖିଛିଦିଲ୍ଲୀରୁଫେରିଥିବାକ୍ରାଇମବ୍ରାଞ୍ଚଟିମ୍ସହଏନେଇଆଲୋଚନାକରିଛନ୍ତିପୁରୀଏସପିପିନାକମିଶ୍ରବଳଙ୍ଗାଥାନାରେକ୍ରାଇମବ୍ରାଞ୍ଚଟିମ୍ସହଏସପିବିଚାରବିମର୍ଶବିମର୍ଶକରିଛନ୍ତି

Advertisment

ତେବେବଳଙ୍ଗାପୀଡ଼ିତାବୟାନବଦଳାଉଥିବାପ୍ରସଙ୍ଗରେକୌଣସିସ୍ପଷ୍ଟଉତ୍ତରରଖିନାହାନ୍ତିପୁରୀଏସପିସେକହିଛନ୍ତି, ସବୁଦିଗରୁତଦନ୍ତଜାରିରହିଛିଗୁରୁତ୍ୱପୂର୍ଣ୍ଣତଥ୍ୟପ୍ରମାଣମିଳିଛିଖୁବଶୀଘ୍ରନିଷ୍କର୍ଷରେପହଞ୍ଚିବୁବୋଲିପୁରୀଏସପିକହିଛନ୍ତିଯଦି ପ୍ରକୃତରେ ପୀଡ଼ିତାଙ୍କର ତୃତୀୟ ଥର ବୟାନ ରେକର୍ଡ କରାଯାଏ, ତେବେଏହିତୃତୀୟବୟାନହିଁଫିଟାଇପାରେବଳଙ୍ଗାନିଆଁରରହସ୍ୟ

Odisha News Minor Girl Set Ablaze Crime News OTV Khabar Bhubaneswar AIIMS Delhi AIIMS Balanga Police Station Police Investigation
Advertisment
Advertisment