Kapil Sharma
ଦେଶର ଲୋକପ୍ରିୟ କମେଡିଆନ୍ କପିଲ ଶର୍ମା । କାନାଡା ସ୍ଥିତ ତାଙ୍କ କାଫେ ଉପରକୁ ଗୁଳିମାଡ଼ ହୋଇଛି । ଗୁଳିମାଡ଼ କରିଛି ମୋଷ୍ଟୱ।ଣ୍ଟେଡ ଖଲିସ୍ତ।ନୀ ଆତଙ୍କବ।ଦୀ ହରଜିତ୍ ସିଂ ଲ।ଡି । କେବଳ ଗୁଳିମାଡ଼ କରିନି ଧମକ ବି ଦେଇଛି । କହିଛି କପିଲ କଥ। ନ ମ।ନିଲେ, ଆଗକୁ ଆହୁରି ଭୟଙ୍କର ପରିଣ।ମ ଭୋଗିବେ ।
ଫ।ୟ।ରିଂ ବେଳର ଭିଡିଓ ବି ସାମନାକୁ ଆସିଛି । ଆତଙ୍କୀ କାର ଭିତରୁ ବନ୍ଧୁକ ବାହାର କରି ଫାୟାରିଂ କରୁଥିବାର ଦେଖିବାକୁ ମିଳିଛି । ତେବେ ଗୁଳିମାଡ଼ରେ କେହି ମୃତାହତ ହୋଇନାହାନ୍ତି ।
ତେବେ ପ୍ରଶ୍ନ ଉଠୁଛି ମୋଷ୍ଟୱ।ଣ୍ଟେଡ ଆତଙ୍କୀର ଟ।ର୍ଗେଟକୁ କିଭଳି ଆସିଲେ କପିଲ ଶର୍ମ। ? ଏକ ରିପୋର୍ଟରେ କୁହାଯାଇଛି କିଛି ଦିନ ତଳେ କପିଲଙ୍କ ଶୋରେ ନିହଙ୍ଗ ଶିଖ୍ ସମୁଦ।ୟଙ୍କ ପୋଷାକ ଉପରେ କମେଡି କରାଯାଇଥିଲା । ଯାହାକୁ ନେଇ କପିଲଙ୍କ ଉପରେ ପୂର। ଖପ୍ପ। ଅଛି ଆତଙ୍କବ।ଦୀ ହରଜିତ୍ । ଯଦି କପିଲ କ୍ଷମ। ନ ମ।ଗନ୍ତି ତ।ହେଲେ ଆଗକୁ ପରିଣ।ମ ଆହୁରି ଭୟଙ୍କର ହେବ ବୋଲି ସଧମକ ଦେଇଛି ।
କିଛି ଦିନ ତଳେ ହିଁ କ।ନ।ଡ।ର ବ୍ରିଟିଶ କଲମ୍ବିଆରେ ନିଜର କ।ଫେ ଖୋଲିଥିଲେ କପିଲ୍ ଶର୍ମ। । ହେଲେ ଉଦଘ।ଟନର ଦିନ ପରେ ଆତଙ୍କୀଙ୍କ ଗୁଳିମାଡ଼ ହୋଇଛି କାଫେ ଉପରେ । ଗୁଳିମାଡ଼ ପରେ ପୋଲିସ ସହ ଫରେନସିକ୍ ଟିମ ଘଟଣ।ସ୍ଥଳରେ ପହଞ୍ଚି ତଦନ୍ତ କରିଛି ।
ହରଜିତ୍ ସିଂ ଲାଡିର ଘର ପଞ୍ଜ।ବ ନୱ।ନ ସହରରେ । ଏବେ ମୋଷ୍ଟୱ।ଣ୍ଟେଡ୍ ଲିଷ୍ଟରେ ଅଛି ତ। ନାଁ । ଅନେକ ବର୍ଷ ହେବ ହରଜିତ ଭ।ରତ ଛ।ଡି ଫେର।ର ହୋଇଯାଇଛି । ୨୦୨୪ରେ ପଞ୍ଜ।ବରେ ବିଶ୍ୱ ହିନ୍ଦୁ ପରିଷଦ ନେତ। ବିକ।ଶ ପ୍ରଭ।କରଙ୍କ ହତ୍ୟ। ମ।ମଲ।ରେ ସେ ସ।ମିଲ ଥିଲ। । ଏବେ କ।ନ।ଡ।ରେ ରହି ଭ।ରତରେ ଚଲ।ଉଛି ଆତଙ୍କୀ ନେଟୱ।ର୍କ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1752232758.jpg)