Advertisment

ଥାନା ଆଗରେ ବନ୍ଧୁକ ଦେଖାଇଲା ପୋଲିସ

ଖନ୍ତାପଡ଼ା ଥାନା ଭିତରେ କିଛି ଲୋକେ ହରିଆଣା ପୋଲିସକୁ ଘେରି ଯାଇଥିବା ବେଳେ ହରିଆଣା ପୋଲିସ ଲୋକଙ୍କୁ ବନ୍ଧୁକ ଦେଖାଇଥିଲା।

Khantapada Police Station

Khantapada Police Station

Advertisment

ସୋର: ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନାରେ ହରିଆଣା ପୋଲିସ ଓ ସ୍ଥାନୀୟ ବାସିନ୍ଦା ମୁହାଁମୁହିଁ। ଗତ ମାସେ ତଳେ ହରିଆଣାରେ ଗୋଟିଏ ଠକାମୀ ଘଟଣା ତଦନ୍ତ ପାଇଁ ଖନ୍ତାପଡ଼ା ଆସିଥିଲା ପୋଲିସ। ଆଜି ଖନ୍ତାପଡ଼ା ଥାନାର ଷଠୀ ଗାଁରେ ଠକାମୀ କରିଥିବା ବ୍ୟକ୍ତିର ମାଆକୁ ଥାନାକୁ ଉଠାଇ ଆଣିଥିଲା l ପରେ କିଛି ଲୋକ ହରିଆଣା ପୋଲିସ ଧସ୍ତାଧସ୍ତି କରିଥିଲେ l

Advertisment

ଖନ୍ତାପଡ଼ା ଥାନା ଭିତରେ କିଛି ଲୋକେ ହରିଆଣା ପୋଲିସକୁ ଘେରି ଯାଇଥିବା ବେଳେ ହରିଆଣା ପୋଲିସ ଲୋକଙ୍କୁ ବନ୍ଧୁକ ଦେଖାଇଥିଲା। ଖନ୍ତାପଡ଼ା ପୋଲିସ ସବୁକିଛି ଦେଖି ନିରବ ରହିଥିବା ଦେଖିବାକୁ ମିଳିଥିଲା।  

Soro Police Station
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ