Advertisment

Suspicious Death: ଉତ୍କଳ ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ

ମୃତ ଛାତ୍ର ଜଣକ ଫିଲୋସଫି ବିଭାଗର ଦ୍ବିତୀୟ ବର୍ଷର ଛାତ୍ର । ମୃତ ଛାତ୍ରଙ୍କ ନାଁ ତାପସ ରଞ୍ଜନ ନାୟକ। ତେବେ ଛାତ୍ରଙ୍କ କେମିତି ମୃତ୍ୟୁ ହେଲା ତାର କାରଣ ଏବେ ବି ଅସ୍ପଷ୍ଟ ରହିଛି ।

Student Death

Student Death

Advertisment

ଉତ୍କଳ ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ। ମଧୁସୂଦନ ଛାତ୍ରାବାସରେ ଛାତ୍ରଙ୍କ ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଛି। କ୍ୟାପିଟାଲ ହସ୍ପିଟାଲକୁ ମୃତଦେହ ପଠାଯାଇଛି। ତେବେ ମୃତ ଛାତ୍ର ଜଣକ ଫିଲୋସଫି ବିଭାଗର ଦ୍ବିତୀୟ ବର୍ଷର ଛାତ୍ର । ମୃତ ଛାତ୍ରଙ୍କ ନାଁ ତାପସ ରଞ୍ଜନ ନାୟକ। ତେବେ ଛାତ୍ରଙ୍କ କେମିତି ମୃତ୍ୟୁ ହେଲା ତାର କାରଣ ଏବେ ବି ଅସ୍ପଷ୍ଟ ରହିଛି । ଗତକାଲି ରାତିରେ ସେ ସୁସ୍ଥ ଥିଲେ ଓ ସାଙ୍ଗମାନଙ୍କ ସହ ଭଲରେ କଥା ହୋଇଥିଲେ ବୋଲି ସାଙ୍ଗମାନେ କହିଛନ୍ତି । ସେ ରାତିରେ ହଷ୍ଟେଲ ଛାତ ଉପରୁ ତଳକୁ ପଡିଯାଇଥିବା ସନ୍ଦେହ କରାଯାଉଛି । ପୋଲିସ ତଦନ୍ତ ଆରମ୍ଭ କରିଛି ।

Advertisment

ଅଧିକ ପଢ଼ନ୍ତୁ: ଶିକ୍ଷକ ନାଁରେ କଳଙ୍କ...କଲେ ଏମିତି କାରନାମା, ସାରା ଶିକ୍ଷକ ସମାଜ ଲଜ୍ଜିତ

Utkal University Student Death
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ