Advertisment

ସିମୁଳିଆ ବିଡିଓଙ୍କ ଆତ୍ମହତ୍ୟା ! ସରକାରୀ କ୍ୱାର୍ଟର୍ସରେ ଝୁଲନ୍ତା ଅବସ୍ଥାରେ ମୃତଦେହ ଠାବ

ବିଶ୍ୱରଞ୍ଜନ ଅଳ୍ପ କିଛି ମାସ ତଳେ ସିମୁଳିଆରେ ବିଡିଓ ଭାବେ ନିଯୁକ୍ତ ହୋଇଥିଲେ । ତେବେ ସେ ଆତ୍ମହତ୍ୟା କରିଛନ୍ତି ନା ଏହା ପଛରେ ଅନ୍ୟ କୌଣସି ଘଟଣା ରହିଛି?

Simulia BDO

Simulia BDO

Advertisment

ବିଡିଓଙ୍କ ଆତ୍ମହତ୍ୟା ସନ୍ଦେହ। ବାଲେଶ୍ୱର ସିମୁଳିଆ ବିଡିଓ ବିଶ୍ୱରଞ୍ଜନ ମହାନ୍ତିଙ୍କ ଝୁଲନ୍ତା ମୃତଦେହ ମିଳିଛି । ସରକାରୀ କ୍ୱାର୍ଟର୍ସରେ ଝୁଲନ୍ତା ଅବସ୍ଥାରେ ବିଡିଓଙ୍କ ମୃତଦେହ ମିଳିଛି। ଗେଟ୍ ତାଲା କାଟି ଭିତରୁ ଝୁଲନ୍ତା ମୃତଦେହ ଠାବ କରାଗଲା । ଘଟଣାସ୍ଥଳରେ ସିମୁଳିଆ ଥାନା ପୋଲିସ ପହଞ୍ଚି ଛାନଭିନ୍ କରୁଛି ।

Advertisment

ବିଶ୍ୱରଞ୍ଜନ ଅଳ୍ପ କିଛି ମାସ ତଳେ ସିମୁଳିଆରେ ବିଡିଓ ଭାବେ ନିଯୁକ୍ତ ହୋଇଥିଲେ । ତେବେ ସେ ଆତ୍ମହତ୍ୟା କରିଛନ୍ତି ନା ଏହା ପଛରେ ଅନ୍ୟ କୌଣସି ଘଟଣା ରହିଛି? ଯଦି ସେ ଆତ୍ମହତ୍ୟା କରିଛନ୍ତି, ତେବେ ଏହା ପଛର କାରଣ କ’ଣ? ବ୍ୟକ୍ତିଗତ, ପାରିବାରିକ କାରଣ ନା କାର୍ଯ୍ୟକ୍ଷେତ୍ରରେ କୌଣସି ଘଟଣା ଘଟିଥିଲା? ଏ ତମାମ ଦିଗରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

Odisha Baleswar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ