ଅଦ୍ୟତନ ହୋଇଛି
Sex Racket
Advertisment
ଭୁବନେଶ୍ୱର: ଭରତପୁର ଅଞ୍ଚଳରୁ ସେକ୍ସ ରାକେଟ ଠାବ। ଏଠାରେ ଦୀର୍ଘଦିନ ଧରି ଚାଲିଥିଲା ସେକ୍ସ ରାକେଟ। ରାକେଟ ଚଳାଉଥିବା ଗ୍ୟାଙ୍ଗକୁ ଧରିଛି ଭରତପୁର ଥାନା ପୋଲିସ। କଳିଙ୍ଗ ନଗର k1ରେ ଥିବା ଏକ ଓୟୋ ହୋଟେଲରେ ଏହି ରାକେଟ୍ ଚାଲିଥିଲା। ପୋଲିସ ଆଜି ଏଠାରେ ଚଢାଉ କରି ୮ଜଣ ବଙ୍ଗୀୟ ଯୁବତୀଙ୍କୁ ଉଦ୍ଧାର କରିଥିବାବେଳେ ଦୁଇ ଜଣ ଯୁବକଙ୍କୁ ଅଟକ ରଖିଛି।
Advertisment
ବିଶେଷ ସୂତ୍ରରୁ ଖବର ପାଇ ଭରତପୁର ପୋଲିସ ଏଠାରେ ରେଡ୍ କରିଥିଲା ଚଢାଉ ବେଳେ ଏଠାରୁ ମଦ ବୋତଲ, ଆପତ୍ତି ଜନକ ସାମଗ୍ରୀ ଜବତ କରାଯାଇଛି। ତେବେ ଏହି ରାକେଟର ମୁଖ୍ୟ କୁହାଯାଉଥିବା ହୋଟେଲ ମାଲିକ ଫେରାର ହୋଇଯାଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us