Advertisment

କନ୍ସଲଟାନ୍ସି ନାଁରେ ଚାଲୁଥିଲା ସେକ୍ସ ରାକେଟ

କନସଲଟାନ୍ସି ନାଁରେ ସେକ୍ସ ରାକେଟ ଚାଲୁଥିବା ଜଣାପଡ଼ିଛି। ସାମନାରେ କନସଲଟାନ୍ସି ନାଁରେ ଅଫିସ ଆଉ ଭିତରେ ଚାଲୁଥିଲା ସେକ୍ସ ରାକେଟ। ଝିଅଙ୍କୁ ଚାକିରୀ କରାଇଦେବା ନାଁରେ ସେକ୍ସ କାରବାରରେ ନିୟୋଜିତ କରାଯାଉଥିଲା।

Sex Racket in Bhubaneswar

Sex Racket in Bhubaneswar

Advertisment

ଭୁବନେଶ୍ୱର: କନ୍ସଲଟାନ୍ସି ନାଁରେ ଚାଲୁଥିଲା ସେକ୍ସ ରାକେଟ। ଝିଅମାନକୁ ଚାକିରି କରାଇଦେବା ନାଁରେ ସେକ୍ସ କାରବାରରେ ନିୟୋଜିତ କରାଯାଉଥିଲା। ଖବର ପାଇ ପୋଲିସ ଚଢଉ କରି ୩ ଯୁବତୀଙ୍କୁ ଧରିବା ସହ ମାଲକଙ୍କୁ ଗିରଫ କରିଛି।  ଏଭଳି ଘଟଣା ଘଟିଛି ରାଜଧାନୀର ଛାତି ମଞ୍ଚେଶ୍ୱର ଅଞ୍ଚଳରେ। ଭୁବନେଶ୍ୱର ମଞ୍ଚେଶ୍ୱର ସତ୍ୟ ବିହାର ଅଞ୍ଚଳରେ ସେକ୍ସ ରାକେଟ ଠାବ ହୋଇଛି।

Advertisment

କନସଲଟାନ୍ସି ନାଁରେ ସେକ୍ସ ରାକେଟ ଚାଲୁଥିବା ଜଣାପଡ଼ିଛି। ସାମନାରେ କନସଲଟାନ୍ସି ନାଁରେ ଅଫିସ ଆଉ ଭିତରେ ଚାଲୁଥିଲା ସେକ୍ସ ରାକେଟ। ଝିଅଙ୍କୁ ଚାକିରୀ କରାଇଦେବା ନାଁରେ ସେକ୍ସ କାରବାରରେ ନିୟୋଜିତ କରାଯାଉଥିଲା। ଜଣେ ଝିଅ ଖସି ଆସି ମଞ୍ଚେଶ୍ୱର ଥାନାରେ ଅଭିଯୋଗ କଲାପରେ ଏହାର ଖୁଲାସା ହୋଇଥିଲା।

ପୋଲିସ ଆଜି ଚଢ଼ଉ କରି ସେକ୍ସ ରାକେଟର ପର୍ଦ୍ଦାଫାସ କରିବା ସହ ମାଲିକ ଲକ୍ଷ୍ମୀନାରାୟଣ ପଟ୍ଟନାୟକଙ୍କୁ ଗିରଫ କରିଛି। ଏହାସହ ୪ ଜଣ ଯୁବତୀକୁ ପୋଲିସ ଉଦ୍ଧାର କରିଛି। 

Advertisment
Bhubaneswar Sex Racket Commissionrate Police
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ