Advertisment

ପାଇଖାନା ଯିବି କହି କୋର୍ଟ କ୍ୟାମ୍ପସରୁ କଏଦୀ ଛୁ !

ଫେରାର୍ ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ତଲାସି ଆରମ୍ଭ କରିଛି ।

Prisoner Escaped

Prisoner Escaped

Advertisment

କୋର୍ଟ କ୍ୟାମ୍ପସରୁ କଏଦୀ ଛୁ । ପାଇଖାନା ଯିବା ବାହାନା କରି, ପୋଲିସ ଆଖିରେ ଧୂଳିଦେଲା କଏଦୀ। ପୋଲିସ ହେପାଜତରୁ ଚମ୍ପଟ୍ ମାରିଲା, ତା ପୁଣି ଭୁବନେଶ୍ୱର କୋର୍ଟ କ୍ୟାମ୍ପସରେ। ସୂଚନା ଅନୁସାରେ, ଚୋରି ମାମଲାର ଏକ ଅଭିଯୁକ୍ତ ଆଜି ଝାରପଡ଼ା ଜେଲରୁ ଭୁବନେଶ୍ୱର କୋର୍ଟକୁ ଆସିଥିଲା । ଏହି ବିଚାରାଧୀନ କଏଦୀ ଟଏଲେଟ୍ ଯାଇଥିବା ବେଳେ, କୋର୍ଟ ପରିସରରୁ ଚମ୍ପଟ୍ ମାରିଥିବା ଜଣାପଡ଼ିଛି। ଏହାପରେ ଫେରାର୍ ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ତଲାସି ଆରମ୍ଭ କରିଛି ।

Advertisment

Prisoner
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ