Advertisment

ଗର୍ଭବତୀଙ୍କୁ ମାରି ଫିଙ୍ଗିଦେଲେ, ମୃତ୍ୟୁର କାରଣ ଅସ୍ପଷ୍ଟ

ଭଦ୍ରକ ଭଣ୍ଡାରୀପୋଖରୀରେ ଅଭାବନୀୟ ଘଟଣା । ଗର୍ଭବତୀଙ୍କ ସନ୍ଦେହଜନକ ମୃତ୍ୟୁ ।

Pregnant woman found dead in Bhadrak

Pregnant woman found dead in Bhadrak

Advertisment

ଭଦ୍ରକ ଭଣ୍ଡାରୀପୋଖରୀରେ ଅଭାବନୀୟ ଘଟଣା । ଗର୍ଭବତୀଙ୍କ ସନ୍ଦେହଜନକ ମୃତ୍ୟୁ । ଭଣ୍ଡାରିପୋଖରୀ ନପଙ୍ଗ ପଞ୍ଚାୟତ କବିସାହି ନିକଟରେ ମହିଳାଙ୍କ ମୃତଦେହ ଠାବ ହୋଇଛି । ତେବେ କିଭଳି ସ୍ଥିତିରେ ତାଙ୍କର ମୃତ୍ୟୁ ହେଲା ତାହା ଜଣାପଡ଼ିନାହିଁ । ମୃତ ମହିଳାଙ୍କ ଘର ନପଙ୍ଗରେ । ମହିଳା ଜଣକ ସେହି ଗାଁରେ ହିଁ ପ୍ରେମ ବିବାହ କରିଥିଲେ । ମୃତ ମହିଳା ଜଣଙ୍କ ବିବାହ ପରେ ଗର୍ଭବତୀ ଥିବା ସୂଚନା ।

Advertisment

Woman Pregnant
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ