800 SIM Seized From Cuttack
Advertisment
କଟକ ସାଇବର ଥାନା ପୋଲିସ ଦ୍ୱାରା ୮୦୦ ସିମ୍ ଜବତ । ୮୦୦ ସିମ୍ରୁ ୩୦୦ ପ୍ରି-ଆକ୍ଟିଭେଟେଡ୍ ସିମ୍ ଜବତ କରାଯାଇଥିବା ସୂଚନା ରହିଛି । ଏହି ଘଟଣାରେ ୮ ଜଣଙ୍କୁ ଗିରଫ କରାଯାଇଛି । ସେଥିମଧ୍ୟରୁ ୭ ଅଭିଯୁକ୍ତ ପୁରୀର ବୋଲି ଜଣାପଡ଼ିଛି । ସେମାନେ ଏକ ଘରୋଇ ଟେଲିକମ୍ କମ୍ପାନୀ କର୍ମଚାରୀ ବୋଲି ମଧ୍ୟ ସୂଚନା ରହିଛି । ଅଭିଯୁକ୍ତଙ୍କଠାରୁ ୧୬ ମୋବାଇଲ ଓ ୨୬ ଶହ ଟଙ୍କା ଜବତ କରାଯାଇଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1686385682.jpg)