Advertisment

ରାକ୍ଷସ ସ୍ୱାମୀ... ପ୍ରଥମେ ସ୍ତ୍ରୀକୁ ଗଣଦୁଷ୍କର୍ମ ! ପରେ ସୁପାରୀ ଦେଇ କଲା ହତ୍ୟା !

ସଂପୃକ୍ତ ମହିଳା ଜଣକ ଗତ ୩ ତାରିଖରୁ ନିଖୋଜ ଥିବା ଅଭିଯୋଗ ହୋଇଥିଲା । ଏହାର କିଛିଦିନ ପରେ ଅର୍ଥାତ ୨୦ ତାରିଖରେ ମାଲଦା ନଦୀରୁ ଅର୍ଦ୍ଧନଗ୍ନ ଅବସ୍ଥାରେ ମିଳିଥିଲା ମୃତଦେହ ।

Disrobed Body Of Woman Found On Riverbank: Deceased’s Family Suspects Rape Prior To Supari Killing I

Disrobed Body Of Woman Found On Riverbank: Deceased’s Family Suspects Rape Prior To Supari Killing I

Advertisment

କେନ୍ଦୁଝର ସଦର ଥାନା ଅଞ୍ଚଳରେ ପତ୍ନୀଙ୍କୁ ସୁପାରୀ ଦେଇ ସ୍ୱାମୀର ହତ୍ୟା ମାମଲାରେ ଆସିଛି ଚାଞ୍ଚଲ୍ୟକର ଅଭିଯୋଗ । ନିଖୋଜ ଥିବା ସଂପୃକ୍ତ ମହିଳାଙ୍କୁ ପ୍ରଥମେ ଗଣଦୁଷ୍କର୍ମ ଓ ପରେ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

Advertisment

ସଂପୃକ୍ତ ମହିଳା ଜଣକ ଗତ ୩ ତାରିଖରୁ ନିଖୋଜ ଥିବା ଅଭିଯୋଗ ହୋଇଥିଲା । ଏହାର କିଛିଦିନ ପରେ ଅର୍ଥାତ ୨୦ ତାରିଖରେ ମାଲଦା ନଦୀରୁ ଅର୍ଦ୍ଧନଗ୍ନ ଅବସ୍ଥାରେ ମିଳିଥିଲା ମୃତଦେହ । ପୋଲିସ ସଂପୃକ୍ତ ମହିଳାଙ୍କ ସ୍ୱାମୀଙ୍କୁ ଧରି କ୍ରାଇମ ସିନ୍ ରିକ୍ରିଏସନ୍ କରିଥିଲା । ତେବେ ମୃତ ମହିଳାଙ୍କ ପରିବାର ଲୋକଙ୍କ ଅଭିଯୋଗ, ପ୍ରଥମେ ଗୃହବନ୍ଦୀ କରି ରଖିବା ସହ ଗଣଦୁଷ୍କର୍ମ କରାଯାଇଛି ଓ ପରେ ହତ୍ୟା କରାଯାଇଛି ।

ତେବେ ପୋଲିସ କହିଛି, ଦୁଷ୍କର୍ମ ହୋଇଛି ନା ନାହିଁ, ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଏବଂ ତଦନ୍ତ ସରିବା ପରେ ଜଣାପଡ଼ିବ ।

Advertisment
Husband
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ