Job Fraud
Advertisment
ଚାକିରି ଦେବା ନାଁରେ ୧୭ଟି ରାଜ୍ୟରେ ଠକେଇ କରୁଥିବା ମାଷ୍ଟରମାଇଣ୍ଡକୁ ଗିରଫ କରିଛି EOW । ଠକ ମାଷ୍ଟରମାଇଣ୍ଡ ଧରମପାଲ ସିଂଙ୍କୁ ବିହାର ଗୋପାଳଗଂଜରୁ ଗିରଫ କରଯାଇଛି । ସେ ଗ୍ରାମୀଣ ରୋଜଗାର କଲ୍ୟାଣ ସଂସ୍ଥାନ ନାଁରେ ୱେବ୍ ସାଇଟ ଖୋଲି ଚାକିରି ଆଶାୟୀଙ୍କୁ ଠକୁଥିଲେ । ୱେବସାଇଟରେ ସରକାରୀ ବିଜ୍ଞାପନ ଢାଞ୍ଚାରେ ବିଜ୍ଞାପନ ଦେଇ ଆଶାୟୀଙ୍କୁ ଲୁଟୁଥିଲେ । ଗୋଟିଏ କି ଦୁଇଟି ନୁହେଁ ୧୭ଟି ରାଜ୍ୟରେ ସେ ନେଟ୍ ୱାର୍କ କରି ଠକେଇ କରି ଆସୁଥିଲେ। ବିହାରରୁ ଅଭିଯୁକ୍ତକୁ ଗିରଫ ପରେ ୫ ଦିନିଆ ଟ୍ରାଞ୍ଜିଟ୍ ରିମାଣ୍ଡରେ ଆଣୁଛି EOW ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Job_Fraud_1676715289.jpg)