Advertisment

ରାଜଧାନୀରେ ବୀଭତ୍ସ ହତ୍ୟା; ଗୋଡ଼ାଇ ଗୋଡ଼ାଇ ପନିକିରେ ହାଣିଲା ଦୁର୍ବୃତ୍ତ

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ I ହୋଟେଲ ଭିତରେ ଗୋଡ଼ାଇ ଗୋଡ଼ାଇ ହାଣିଲା ଦୁର୍ବୃତ୍ତ I ଡମଣା ଛକରେ ଥିବା ଏକ ହୋଟେଲ ଭିତରେ ହତ୍ୟାକାଣ୍ଡ ଘଟିଛି I

Murder

Murder

Advertisment

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ I ହୋଟେଲ ଭିତରେ ଗୋଡ଼ାଇ ଗୋଡ଼ାଇ ହାଣିଲା ଦୁର୍ବୃତ୍ତ I ଡମଣା ଛକରେ ଥିବା ଏକ ହୋଟେଲ ଭିତରେ ହତ୍ୟାକାଣ୍ଡ ଘଟିଛି I ଜଣେ ୱେଟରକୁ ଆଉଜଣେ ଷ୍ଟାଫ ପନିକିରେ ହାଣି ହାଣି ହତ୍ୟା କରିଥିବା ଅଭିଠଯୋଗ ହୋଇଛି I

Advertisment

ପନିକିରେ ହାଣି ସାରିବା ପରେ, ମୃତଦେହକୁ ଲୁଚାଇବା ପାଇଁ ଯୋଜନା କରୁଥିଲା ଅଭିଯୁକ୍ତI ପ୍ରମାଣ ନଷ୍ଟ ଉଦ୍ୟମ କରି ବିଫଳ ହେବାପରେ ଫେରାର ହୋଇଯାଇଛି ଅଭିଯୁକ୍ତ I ପୂର୍ବ ଶତ୍ରୁତା ଏବଂ ଗଣ୍ଡଗୋଳ ପରେ ଏହି ହତ୍ୟାକାଣ୍ଡ କରଯାଇଥିବା ସନ୍ଦେହ କରାଯାଉଛି I ଘଟଣାସ୍ଥଳରେ ଚନ୍ଦ୍ରଶେଖରପୁର ଥାନା ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛିI

Murder Body Found In Hotel In Bhubaneswar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ