Advertisment

ଘରେ ପଶି ଛାତ୍ରୀଙ୍କୁ ତଣ୍ଟି କାଟି ହତ୍ୟା; ଦୁର୍ବୃତ୍ତ ଫେରାର୍‌

ଜଣେ ଯୁକ୍ତ ଦୁଇ ଛାତ୍ରୀଙ୍କୁ ତଣ୍ଟି କାଟି ହତ୍ୟା କରାଯାଇଛି ।

ଅଦ୍ୟତନ ହୋଇଛି
Balangir Student Murder

Murder

Advertisment

ବଲାଙ୍ଗିରରେ ଜଘନ୍ୟ କାଣ୍ତ । ଛାତ୍ରୀଙ୍କୁ ତଣ୍ଟି କାଟି ହତ୍ୟା । ଜଣେ ଯୁକ୍ତ ଦୁଇ ଛାତ୍ରୀଙ୍କୁ ତଣ୍ଟି କାଟି ହତ୍ୟା କରାଯାଇଛି । ବଲାଙ୍ଗିର ନିଖିଲ ନଗରରେ ଘରେ ପଶି ଛାତ୍ରୀଙ୍କୁ ହତ୍ୟା କରିଛି ଦୁର୍ବୃତ୍ତ । ଘରେ କେହି ନଥିବା ବେଳେ ଏଭଳି କାଣ୍ତ ଭିଆଇଛି ଦୁର୍ବୃତ୍ତ । ହତ୍ୟାକାଣ୍ଡ ଘଟାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛିି ଦୁର୍ବୃତ୍ତ।

Advertisment
Murder Murder Case Student Death
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ