ବାପାର ଗୋଇଠା ମାଡରେ ଗର୍ଭବତୀ ଝିଅ ମୃତ

ମୟୂରଭଞ୍ଜ ଜିଲ୍ଲା ପଣତଖଣି ଗାଁରୁ ଆସିଛି ଅଭିଯୋଗ ମୃତକ ହେଲେ ସାକର ଟୁଡୁ ।

Crime

ବାପାର ଗୋଇଠା ମାଡରେ ଗର୍ଭବତୀ ଝିଅ ମୃତ । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ପଣତଖଣି ଗାଁରୁ ଆସିଛି ଏଭଳି ଅଭିଯୋଗ । ମୃତକ ହେଲେ ସାକର ଟୁଡୁ । ଅଭିଯୁକ୍ତ ବାପା ଜିତୁ ଟୁଡୁକୁ ଗିରଫ କରିଛି କପ୍ତିପଦା ପୋଲିସ । ସ୍ବାମୀ ମରିବାର ୧ ବର୍ଷ ପରେ ଝିଅ ସାକର ଗର୍ଭବତୀ ହେବାରୁ ବାପା ଜିତୁ ତାକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ପୋଲିସ ଜିତୁ ଟୁଡୁକୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି । ବାପାର ଗୋଇଠା ମାଡରେ ଗର୍ଭବତୀ ଝିଅ ମୃତ । ମୟୂରଭଞ୍ଜ ଜିଲ୍ଲା ପଣତଖଣି ଗାଁରୁ ଆସିଛି ଅଭିଯୋଗ ମୃତକ ହେଲେ ସାକର ଟୁଡୁ ।