Advertisment

ବିଦ୍ୟୁତ ବିଲ୍ ଅଧିକ ଆସିବାରୁ ଯୁବକଙ୍କୁ ନିର୍ମମ ହତ୍ୟା !

ହତ୍ୟା ପରେ ଅଭିଯୁକ୍ତ ଫେରାର୍ ହୋଇଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚିଛି।

ଅଦ୍ୟତନ ହୋଇଛି
Man Brutally Killed Over High Electric Bill

man brutally killed over high electric bill

Advertisment

ବିଦ୍ୟୁତ ବିଲ୍ ଅଧିକ ଆସିବାରୁ ହତ୍ୟା ! ଭଞ୍ଜନଗରରେ ବିଦ୍ୟୁତ ବିଲ୍ ଅଧିକ ଆସିବାରୁ ଯୁବକଙ୍କୁ ନିର୍ମମ ହତ୍ୟା। ମିଟର ରିଡିଂ ପାଇଁ ଆସିଥିବା ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରାଯାଇଛି। ତାରାସିଂ ଥାନା କୁପାଟି ଗାଁରେ ଜଣେ ବିଦ୍ୟୁତ ଉପଭୋକ୍ତା ଘଟାଇଛି ଏଭଳି ଉନ୍ମତ୍ତ କାଣ୍ଡ। ହତ୍ୟା ପରେ ଅଭିଯୁକ୍ତ ଫେରାର୍ ହୋଇଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚିଛି। 

Advertisment

ପ୍ରକାଶଥାଉକି, ଦୀର୍ଘଦିନ ଧରି ତାଙ୍କର ଇଲେକ୍ଟ୍ରି ବିଲ୍‌ ଅଧିକା ଆସୁଥିଲା। ସେ ଏନେଇ ଅସନ୍ତୋଷ ପ୍ରକାଶ କରୁଥିଲେ। ଏହାର ପରିଣତି ଯେ ଏତେ ଭୟଙ୍କର ହେବ କେହି ଜାଣିନଥିଲେ।   

Odisha Crime Electric Bill
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ