Advertisment

Man Brutally Assaulted: ଦାଦାବଟି ନ ଦେବାରୁ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ !

ଭରତପୁର ଥାନା ଆଇଗିଣିଆ ଆଳୁ ଗୋଦାମରେ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ। ସିସିଟିଭିରେ ଆକ୍ରମଣର ପୁରା ଭିଜୁଆଲ କଏଦ ହୋଇଥିବାବେଳେ ଏନେଇ ଭରତପୁର ଥାନାରେ ଅଭିଯୋଗ କରିଛନ୍ତି ଗୋଦାମ ମାଲିକ।

Man Brutally Assaulted After Refusing to Pay Extortion

Man Brutally Assaulted After Refusing to Pay Extortion

Advertisment

ଦାଦାବଟି ମାଗିଲେ, ନଦେବାରୁ ମାଡ଼ ମାରି ଲହୁଲୁହାଣ କଲେ। ଭରତପୁର ଥାନା ଆଇଗିଣିଆ ଆଳୁ ଗୋଦାମରେ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ। ସିସିଟିଭିରେ ଆକ୍ରମଣର ପୁରା ଭିଜୁଆଲ କଏଦ ହୋଇଥିବାବେଳେ ଏନେଇ ଭରତପୁର ଥାନାରେ ଅଭିଯୋଗ କରିଛନ୍ତି ଗୋଦାମ ମାଲିକ।

Advertisment

ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଘଟଣା। ୭ରୁ ୮ ଜଣ ଦୁର୍ବୃତ୍ତ ଗୋଦାମକୁ ଆସି ଏଭଳି ଆତଙ୍କ ସୃଷ୍ଟି କରିଛନ୍ତି। ଗୋଦାମର ୪ କର୍ମଚାରୀଙ୍କୁ ମାଡ଼ ମାରି ଲହୁଲୁହାଣ କରିଥିବା ଅଭିଯୋଗ ହୋଇଛି। ଘଟଣା ନେଇ ଭରତପୁର ପୋଲିସ ତଦନ୍ତ କରୁଛି। 

Crime News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ