କଟକରେ ହନିଟ୍ରାପ୍‌ ! ଦେହ ବ୍ୟବସାୟ ଲୋଭ ଦେଖାଇ ଲୁଟ୍‌-ବ୍ଲାକ୍‌ମେଲିଂ

ଗିରଫଙ୍କ ମଧ୍ୟରେ ଏକ ପ୍ରତିଷ୍ଠିତ କଲେଜର ଜଣେ ୪ର୍ଥ ଶ୍ରେଣୀ କର୍ମଚାରୀ । ଅଭିଯୁକ୍ତଙ୍କ ଠାରୁ ୨୫ ହଜାର, ୩ଟି ମୋବାଇଲ, ୧ଟି ଏଟିଏମ୍ କାର୍ଡ ଜବତ । ଦେହ ବ୍ୟବସାୟର ଲୋଭ ଦେଖାଇ ଜଣେ ଯୁବକଙ୍କୁ ଫୋନ୍‌ରେ ଡାକିଥିଲେ ।

Honey Trap

କଟକରେ ହନିଟ୍ରାପ୍‌ । ଦେହ ବ୍ୟବସାୟ ଲୋଭ ଦେଖାଇ ଲୁଟ୍‌ ଓ ବ୍ଲାକ୍‌ମେଲିଂ । କଟକ, ଲାଲବାଗ ଥାନା ପୋଲିସ ଦ୍ୱାରା ହନିଟ୍ରାପ ରାକେଟର ପର୍ଦ୍ଦାଫାସ୍ । ୩ ଅଭିଯୁକ୍ତ ଗିରଫ, ଘଟଣାରେ ସଂପୃକ୍ତ ଜଣେ ଯୁବତୀ ଫେରାର ସୂଚନା ।

 

ଗିରଫଙ୍କ ମଧ୍ୟରେ ଏକ ପ୍ରତିଷ୍ଠିତ କଲେଜର ଜଣେ ୪ର୍ଥ ଶ୍ରେଣୀ କର୍ମଚାରୀ । ଅଭିଯୁକ୍ତଙ୍କ ଠାରୁ ୨୫ ହଜାର, ୩ଟି ମୋବାଇଲ, ୧ଟି ଏଟିଏମ୍ କାର୍ଡ ଜବତ । ଦେହ ବ୍ୟବସାୟର ଲୋଭ ଦେଖାଇ ଜଣେ ଯୁବକଙ୍କୁ ଫୋନ୍‌ରେ ଡାକିଥିଲେ । ଯୁବକ ଜଣଙ୍କ ଆସିବା ପରେ ନିର୍ଧୂମ ମାଡ଼ ମାରିଥିଲେ ୩ ଦୁର୍ବୃତ୍ତ । ମାଡ଼ି ମାରି ଏଟିଏମ୍ କାର୍ଡ ନେଇଯିବା ସହ ବ୍ଲାକମେଲିଂ କରୁଥିଲେ ୩ ଦୁର୍ବୃତ୍ତ ।