Advertisment

ଭୁବନେଶ୍ୱରର ବ୍ୟବସାୟୀଙ୍କ ଘରେ ଅଢ଼େଇ କେଜିର ସୁନା ବିସ୍କୁଟ !

ଗିରଫ ପରେ ସଂପୃକ୍ତ ବ୍ୟବସାୟୀଙ୍କୁ ରିମାଣ୍ଡରେ ଅଣାଯାଇଥିବା ସୂଚନା ମିଳିଛି ।

ଅଦ୍ୟତନ ହୋଇଛି
Gold Biscuit

Gold Biscuit

Advertisment

ଅଢ଼େଇ କେଜି ସୁନା ବିସ୍କୁଟ ଜବତ। ଭୁବନେଶ୍ୱରର ଜଣେ ବ୍ୟବସାୟୀଙ୍କ ଘରୁ ସୁନା ବିସ୍କୁଟ ଜବତ ହୋଇଛି । ୨ କେଜି ୪୬୫ ଗ୍ରାମର ସୁନା ବିସ୍କୁଟ ଜବତ କଲା DRI । ବେଆଇନ୍ ଭାବେ ସ୍ମଗଲିଂ ହୋଇଥିବା ତଦନ୍ତରୁ ସ୍ପଷ୍ଟ ଜଣାପଡିଛି । ଗିରଫ ପରେ ସଂପୃକ୍ତ ବ୍ୟବସାୟୀଙ୍କୁ ରିମାଣ୍ଡରେ ଅଣାଯାଇଥିବା ସୂଚନା ମିଳିଛି ।

Advertisment

Gold Smuggling Gold Biscuit
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ