Advertisment

ଦାଦାବଟିକୁ ନେଇ ବାଲେଶ୍ୱରରେ ଗୁଳିମାଡ଼

ପୂର୍ବଶତୃତା ଓ ଦାଦବଟିରୁ ଗୁଳିକାଣ୍ଡ ଘଟିଥିବା ଆଶଙ୍କା କରାଯାଉଛି।

Balasore Firing

Balasore Firing

Advertisment

ବାଲେଶ୍ୱର ସହଦେବଖୁଣ୍ଟା ଥାନା ଶୋଭାରାମପୁରରେ ଯୁବକକୁ ଗୁଳିମାଡ଼। ଗୁଳିମାଡ଼ର ଶିକାର ଯୁବକଙ୍କ ନାଁ ବିନୟ କୁମାର। ଅପରାହ୍ନରେ ସେ ଗାଁର ମଙ୍ଗଳା ଠାକୁରାଣୀ ଗଳିରେ ସେ ଆସୁଥିବା ବେଳେ ଗୁଳିମାଡ଼ ହୋଇଥିଲା। ଗୁଳିଟି ବିନୟର ଡାହାଣ ହାତରେ ବାଜିଛି । ତାଙ୍କୁ ବାଲେଶ୍ୱର ଡାକ୍ତରଖାନାରେ ଭର୍ତ୍ତୀ କରାଯାଇଛି। ସହଦେବ ଖୁଣ୍ଟା ଥାନା ଅଧିକାରୀ ଖବର ପାଇ ହସ୍ପିଟାଲରେ ପହଞ୍ଚି ଘଟଣାର ତନାଘନା ଚଳାଇଛନ୍ତି। ପୂର୍ବଶତୃତା ଓ ଦାଦବଟିରୁ ଗୁଳିକାଣ୍ଡ ଘଟିଥିବା ଆଶଙ୍କା କରାଯାଉଛି।

Advertisment

Firing
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ