ଅଦ୍ୟତନ ହୋଇଛି
Former MLA
Advertisment
ପୂର୍ବତନ ବିଧାୟକ ପ୍ରଭାତ ରଂଜନ ବିଶ୍ୱାଳଙ୍କ ସମ୍ପତ୍ତି ବାଜ୍ୟାପ୍ତ। ୩ କୋଟି ୯୨ ଲକ୍ଷ ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତି କରିଛି ED। ମନି ଲଣ୍ଡରିଂ ଆକ୍ଟ ଅନୁସାରେ ସମ୍ପତ୍ତି ବାଜ୍ୟାପ୍ତି କଲା ED। କଟକ SBI ବ୍ୟାଙ୍କ୍ରେ ଥିବା ୨୫ ଲକ୍ଷର ବ୍ୟାଙ୍କ ବାଲାନ୍ସ ଆଟାଚ୍ ହୋଇଛି। ଅଣ ବ୍ୟାଙ୍କିଙ୍ଗ୍ ସଂସ୍ଥା ଜରିଆରେ ଟଙ୍କା ଆଦାୟ କରିଥିବାରୁ ଆଟାଚ୍ ହୋଇଛି। RBI ଓ NSEI ବିନା ଅନୁମତିରେ ସଂସ୍ଥା ଖୋଲିଥିବାରୁ କାର୍ଯ୍ୟାନୁଷ୍ଠାନ ହୋଇଛି। ନୋଏଡାରେ ଥିବା M/s ମିଡିଆ ଗ୍ରୁପ୍ର ସମ୍ପତ୍ତି ମଧ୍ୟ ଆଟାଚ୍ ହୋଇଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Former_MLA_1659170830.jpg)