Subash Singh
Advertisment
କଟକ ମେୟର ସୁବାସ ସିଂଙ୍କ ଅଫିସିଆଲ୍ ଫେସବୁକ୍ ପେଜ୍ ହ୍ୟାକ୍ ଅଭିଯୋଗ । ଗତକାଲି ସୁବାସଙ୍କ ଫେସବୁକ୍ ଷ୍ଟାଟସ୍ ରେ ଏକ ଅଶ୍ଲୀଳ ପୋଷ୍ଟ୍ ସେୟାର କରାଯାଇଥିଲା । ଏହାକୁ ନେଇ ନାନା ଚର୍ଚ୍ଚା ଭିତରେ ପୁରା ଘଟଣାକୁ ନେଇ ସ୍ପଷ୍ଟୀକରଣ ରଖିଛନ୍ତି ସୁବାସ । ତାଙ୍କ ଫେସବୁକ୍ ହ୍ୟାକ୍ ହୋଇଯାଇଥିଲା । ଗତକାଲିଠୁ ସେ ଫେସବୁକକୁ ବ୍ୟବହାର କରିପାରୁନାହାନ୍ତି। ଏନେଇ ସେ ସାଇବର୍ କ୍ରାଇମରେ ଅଭିଯୋଗ ଦେଇଛନ୍ତି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1702789878.jpg)