Advertisment

ଘରେ ଶୋଇଥିଲା ସ୍ତ୍ରୀ, ସ୍ୱାମୀ ଛାଡ଼ିଦେଲା କୋଳଥିଆ ନାଗ; ଚାଲିଗଲା ମା’-ଝିଅଙ୍କ ଜୀବନ

ଗତ ଅକ୍ଟୋବର ୭ ତାରିଖରେ ଘଟିଥିଲା ଏ ଅଭାବନୀୟ ଘଟଣା । ଘର ଭିତରୁ ମାଆ ଝିଅଙ୍କ ମୃତଦେହ ମିଳିବା ପରେ ଘଟଣାର ତଦନ୍ତ ଆରମ୍ଭ କରିଥିଲା ପୋଲିସ । ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଗଣେଶ ଏହି ହତ୍ୟାକାଣ୍ଡ ଘଟାଇଥିବା ପୋଲିସ କହିଛି ।

ଅଦ୍ୟତନ ହୋଇଛି
Conspiracy Of Husband To Take Life Away Of Wife And Daughter In Ganjam

Conspiracy Of Husband To Take Life Away Of Wife And Daughter In Ganjam

Advertisment

ହତ୍ୟାକାଣ୍ଡର 'ସାପ' ଅସ୍ତ୍ର । ଘରେ ସର୍ପାଘାତରେ ମା’ଝିଅ ମୃତ୍ୟୁ ଘଟଣାରେ ସାମ୍ନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ । ବାପା ନିଜେ ସାପ ଲଗାଇ ମାଆ ଝିଅଙ୍କୁ ହତ୍ୟା କରିଥିବା ତଦନ୍ତରୁ ଜଣାପଡ଼ିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଗଂଜାମ କବିସୂର୍ଯ୍ୟନଗର ଅଢ଼େଇବର ଗାଁରେ । ଅଭିଯୁକ୍ତ ବାପା କେ. ଗଣେଶ ପାତ୍ରକୁ ପୋଲିସ ଗିରଫ କରିଛି ।

Advertisment

ଗତ ଅକ୍ଟୋବର ୭ ତାରିଖରେ ଘଟିଥିଲା ଏ ଅଭାବନୀୟ ଘଟଣା । ଘର ଭିତରୁ ମାଆ ଝିଅଙ୍କ ମୃତଦେହ ମିଳିବା ପରେ ଘଟଣାର ତଦନ୍ତ ଆରମ୍ଭ କରିଥିଲା ପୋଲିସ । ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଗଣେଶ ଏହି ହତ୍ୟାକାଣ୍ଡ ଘଟାଇଥିବା ପୋଲିସ କହିଛି । ସ୍ତ୍ରୀ ଘରେ ଶୋଇଥିବା ସମୟରେ ସ୍ୱାମୀ କୋଳଥିଆ ନାଗ ଛାଡ଼ି ଏହି ହତ୍ୟାକାଣ୍ଡ ଘଟାଇଥିବା ପୋଲିସ ସୂଚନା ଦେଇଛି ।

Husband
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ