Advertisment

ବିଜେଡି MLAଙ୍କ ନାଁରେ ଅପହରଣ ଅଭିଯୋଗ

ବିଧାୟକ କିଛି ସହଯୋଗୀଙ୍କ ସହ ମିଶି ଅପହରଣ କରିଥିବା ଅଭିଯୋଗ ହୋଇଛି।

Lanjigarh BJD MLA Pradip Disari

Lanjigarh BJD MLA Pradip Disari

Advertisment

ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀଙ୍କ ନାଁରେ ଅପହରଣ ଅଭିଯୋଗ। ବନ୍ଧୁକ ମୁନରେ ଜଣେ ବିଜେପି ନେତାଙ୍କୁ ଅପହରଣ ଅଭିଯୋଗ ହୋଇଛି। ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଜେପି ନେତା ଦିଲ୍ଲୀପ ସେନାପତିଙ୍କୁ ଅପହରଣ ଅଭିଯୋଗ ହୋଇଛି। ଝାରବନ୍ଧ ବ୍ଲକ ଗୋଠୁଗୁଡ଼ା ପଞ୍ଚାୟତ ସାନଦାଦର ଛକରୁ ଅପହରଣ କରାଯାଇଥିବା ଜଣାପଡ଼ିଛି।

Advertisment

ବିଧାୟକ କିଛି ସହଯୋଗୀଙ୍କ ସହ ମିଶି ଅପହରଣ କରିଥିବା ଅଭିଯୋଗ ହୋଇଛି। ଅପହର୍ତ୍ତା ଦୁଇଟି ଇନୋଭା ଗାଡିରେ ଅପହରଣ କରିଥିବା ଅଭିଯୋଗ ହୋଇଛି। ଏନେଇ ଝାରବନ୍ଧ ଥାନାରେ ଅଭିଯୋଗ କରିଛନ୍ତି ବିଜେପିର ଝାରବନ୍ଧ ମଣ୍ଡଳ ସଭାପତି ମିଲନ ପାଣ୍ଡେ।

BJD MLA
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ